Nojoto: Largest Storytelling Platform

ଜୀବନ ଯମୁନା ବହେ ଉଜାଣି କେବେ ଉଠାଣି ତ ପୁଣି କେବେ ଗଡ଼ାଣ

ଜୀବନ ଯମୁନା ବହେ ଉଜାଣି 
କେବେ ଉଠାଣି ତ ପୁଣି କେବେ ଗଡ଼ାଣି
ଉଚ୍ଛୁଳା ନଈରେ କୁଟା ଖିଅଟିକୁ କରି ଆସରା
ଜୀବନ ନାଆ ମୋ ଦୋହଲୁଚି ପାଇ ପବନ ଉତ୍ତରା !!

©Rajguru #Lifeboat #ଜୀବନନାଆ #Rajguru #Memories #Nojotoodia  Nandu Raj AJAY ROCK STAR Amaan khan Kumbh Singh S k pareek

rajguru7213

Rajguru

Bronze Star
New Creator