Nojoto: Largest Storytelling Platform

ସଖୀରେ.! କେଡ଼େ ଅଜବ୍..ସତରେ- ମୋ' ଭିତରର ଏକେଲାପଣ ଏ' କଳା

ସଖୀରେ.!
କେଡ଼େ ଅଜବ୍..ସତରେ-
ମୋ' ଭିତରର ଏକେଲାପଣ
ଏ' କଳା ଅନ୍ଧାର..!!
ଅନେକ ଅଛନ୍ତି ଆପଣାର ସତେ-
କେମିତି ଜାଣିବି କିଏ ନିଜର ? ★ ଯାଯାବରର ଡାଏରୀ ★
【Jajabar's Diary】
ସଖୀରେ.!
କେଡ଼େ ଅଜବ୍..ସତରେ-
ମୋ' ଭିତରର ଏକେଲାପଣ
ଏ' କଳା ଅନ୍ଧାର..!!
ଅନେକ ଅଛନ୍ତି ଆପଣାର ସତେ-
କେମିତି ଜାଣିବି କିଏ ନିଜର ? ★ ଯାଯାବରର ଡାଏରୀ ★
【Jajabar's Diary】
sarojpanda9531

Saroj Panda

New Creator