Trust me କାହା ଅସୁବିଧା ର ମୁଁ ଫାଇଦା ଉଠେଇ ନିଜ ସୁବିଧା କୁ ଦେଖିନି, କାହା ଅକୁହା ଦୁଃଖ ତା ଆଗରେ ପଚାରି ଭଦ୍ର ଥଟ୍ଟା କରି ଶିଖିନି, କୋଉ କଥା କେବେ କୁହା ଯାଏ କେବେ ନ କୁହା ଯାଏ ବି ଜାଣିଛି; ଯଦି ମନା କରେ କେହି, ଜାଣିଥିବା କଥା କାହା ଆଗରେ ମୁଁ ରଖିନି । @suvam@ ©Saipada Brajamohan ଜାଣିଥିବା କଥା କାହା ଆଗରେ ମୁଁ ରଖିନି #share #my #shayari #suvam #saipadabrajamohan #trustme