Nojoto: Largest Storytelling Platform

ବନ୍ଧୁତ୍ୱ ଛୋଟ ବେଳୁ ଶୁଣି ଆସୁଛି ରକ୍ତ ରକ୍ତକୁ କାଟେ,ଯାହା

ବନ୍ଧୁତ୍ୱ
ଛୋଟ ବେଳୁ ଶୁଣି ଆସୁଛି ରକ୍ତ ରକ୍ତକୁ କାଟେ,ଯାହା ହେଲେ ବି ରକ୍ତର ନା ଆଉ,ଆରେ ନିଜ ରକ୍ତ ଯଦି ନିଜ ପାଇଁ କରିବନି ତ ଆଉ କଣ ପର କରିବ।ହେଲେ ସେ ସବୁ କଥା କୁ ମାତ୍ର ରହିଯାଇଛି।
କାହିଁ ଅଛି ଆଉ ଜଣଙ୍କର ଝାଳ ବାହାରିଲେ ଆଉ ଜଣଙ୍କ ରକ୍ତ ବାହାରିବ ବାଲା ଢଗ।ସବୁ ସମ୍ପର୍କ ଗୋଟେ ଗୋଟେ ନାମଧାରୀ ମିଛ ଏଇ ସମାଜ ଆଗରେ।
ଏତେ ସବୁ ମଧ୍ୟରେ ଯଦି କଥା ବନ୍ଧୁତ୍ୱ ପାଖରେ ଆସେ ମୋର ସବୁ ମତ ବଦଳି ଯାଏ।ଯୁଗ ପରିବର୍ତ୍ତନ ହେଉଛି ଆଉ ଆହୁରି ହବ ମଧ୍ୟ ହେଲେ କି ଅଦ୍ଭୂତ ଏ ସଂପର୍କ ବନ୍ଧୁତ୍ୱ ସବୁ ଅଗ୍ନିପରୀକ୍ଷା କୁ ଅତି ସହଜରେ ପାର କରିଦିଏ।କି ଚମତ୍କାର ଅଛି କେଜାଣି? ସମ୍ପର୍କର ପ୍ରତ୍ୟେକ ସଂଘର୍ଷ ମଧ୍ୟରେ ନିଜକୁ ଆହୁରି ଦୃଢ଼ତର ପ୍ରମାଣିତ କରିଦିଏ ଦିନକୁ ଦିନ। ଅମର ବର ପାଇଛି ବୋଧେ ସିଏ। ନ ହେଲେ ଯେଉଁଠି ଯୁଗ ଯୁଗର ପବିତ୍ର ସମ୍ପର୍କ ସବୁ ନିଜର ଅସ୍ତିତ୍ଵ ହରେଇ ବସୁଛନ୍ତି ସେଠି ଗର୍ବର ସହିତ ମୁଣ୍ଡ ଟେକି ଉଠିଛି ଏଇ ବନ୍ଧୁତ୍ୱ।ମୁଁ ଭାବେ ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ହବା କଥା ଏ ବନ୍ଧୁତ୍ୱ ତା ହେଲେ ଯାଇ ସମ୍ପର୍କ ଭାଙ୍ଗିବା ପରିବର୍ତ୍ତେ ଆହୁରି ଦୃଢ଼ ଏବଂ ସତେଜ ହେଇଯିବ।ସମସ୍ତେ ପରସ୍ପରକୁ ଭଲରେ ବୁଝିବାକୁ ଲଗିବେ।ଆଉ କଳି କାଳ ପରିବର୍ତ୍ତିତ ହେଇଯିବ।  #ବନ୍ଧୁତ୍ୱ #ସମ୍ପର୍କ#yqbhaina#yqodia#yqodiaquoted