Nojoto: Largest Storytelling Platform

କିଛି ଲୋକ ଅଛନ୍ତି ଅନ୍ୟ ମାନଙ୍କ ପଛରେ ଗପିବେ ଆଉ କିଛି ଲୋକ

କିଛି ଲୋକ ଅଛନ୍ତି ଅନ୍ୟ ମାନଙ୍କ ପଛରେ ଗପିବେ ଆଉ କିଛି ଲୋକ ଅଛନ୍ତି ସମସ୍ତଙ୍କ ମୁହଁରେ କହିବେ ସେଥିପାଇଁ କିଛି ଲୋକ ତାଙ୍କୁ ମୁହଁ ବଢିଆ ପିଲା କୁହନ୍ତି କିମ୍ବା ଉଦ୍ଧତ ପିଲା କୁହନ୍ତି 🤣ଯଦି ତମ ପଛରେ ଗପୁଥିବା ଲୋକ ତମ ପାଇଁ ଭଲ ତେବେ ତମକୁ ଢେର ସାରା ଶୁଭେଚ୍ଛା 🤣କିନ୍ତୁ ଯେଉଁମାନେ ସତ କହି ଉଦ୍ଧତ ତେବେ ସେମାନଙ୍କୁ ବି ଶୁଭେଚ୍ଛା ଆଗକୁ ଏମିତି ସତ କହି ନିଜର ଉଦ୍ଧତତାର ସୀମା ଟପିଯାଅ 🤣ତମ ସାଙ୍ଗରେ ମୁଁ ବି ଅଛି ସତୁଲିକିଆ ନାରୀ🤣🤭☺️😜🤣

©Diptimayee Nayak
  #girl #odiawritings #odianojoto #odia #motivition
 #motivatational