Nojoto: Largest Storytelling Platform

ହେ ଶିବ ହେ ଶମ୍ଭୁ ଜଗତ ଈଶ୍ୱର ସୂର୍ଯ୍ୟ ଚନ୍ଦ୍ର ଆତଯାତ ଇଚ୍

ହେ ଶିବ ହେ ଶମ୍ଭୁ ଜଗତ ଈଶ୍ୱର
ସୂର୍ଯ୍ୟ ଚନ୍ଦ୍ର ଆତଯାତ ଇଚ୍ଛାରେ ତୁମ୍ଭର
ଅଗତିର ଗତି ତୁମେ ସାକ୍ଷାତ ଈଶ୍ୱର
ଦିଅ ମତେ ମୁକ୍ତି ତୁମେ ଦୟାରେ ତୁମ୍ଭର

©Subrat Jena(lyricist )
  #mahaakaal#shibshambhu#jagad iswar