Nojoto: Largest Storytelling Platform
subratjena3592
  • 152Stories
  • 336Followers
  • 1.4KLove
    10.6LacViews

Subrat Jena(lyricist )

ମୁଁ ସପନରେ ହଜେ, ସପନକୁ ଖୋଜେ, ସପନରେ ମଜେ,ସପନେ ସପନେ ନିତି ମୁଁ ଭିଜେ।।।subscribe my chanel "subrat fun vlogs " and "mun odiani "for my daily vlogs A poet can gain knowledge from younger and elder।।

  • Popular
  • Latest
  • Video
69336b0b19070f76b7ec41fdf7e479b8

Subrat Jena(lyricist )

#its music time#subrat jena

#its music timesubrat jena #ପ୍ରେମ

69336b0b19070f76b7ec41fdf7e479b8

Subrat Jena(lyricist )

e khuda aisa kiyun
majil milte milte 
haat chhod diya kiyun
e khuda itna khafa kiyun

©Subrat Jena(lyricist )
  #life lesson#jindegi namilegi dobara

life lessonjindegi namilegi dobara #ଚିନ୍ତାଧାରା

69336b0b19070f76b7ec41fdf7e479b8

Subrat Jena(lyricist )

rimjhim  gire sawan
man me kuchh ho jaaye
sanak sanak chale ye haawa
aisa lage tumhari sandes wo le aaye

💝teri pyaar me paagal💝










dhunduta reheta hun tumhe
yehan wohan kaahna kahna
naa jaane aakhir tum ho kaahna
bolo to me jaaun wahna
💝meri pyaar me pagali💝

©Subrat Jena(lyricist )
  #its only love#you and me

#its only loveyou and me #ପ୍ରେମ

69336b0b19070f76b7ec41fdf7e479b8

Subrat Jena(lyricist )

କିଛି କହିଥିଲୁ ତୁ
କିଛି କହିଥିଲି ମୁଁ
ସବୁ ଜାଣିଲା ପରେବି
କାହିଁ ଅବୁଝା ହେଲୁ ତୁ ?

©Subrat Jena(lyricist )
  #ପ୍ରେମରେ ପଡିଲେ#କିଛି ତୋ କଥା କିଛି ମୋ କଥା#ଟିକେ ପ୍ରେମ ଟିକେ ରୁଷା

#ପ୍ରେମରେ ପଡିଲେ#କିଛି ତୋ କଥା କିଛି ମୋ କଥା#ଟିକେ ପ୍ରେମ ଟିକେ ରୁଷା

69336b0b19070f76b7ec41fdf7e479b8

Subrat Jena(lyricist )

#its my lyrics#its my voice#chham chham paaunji bajei

#its my lyrics#its my voicechham chham paaunji bajei #ଶାୟାରି

69336b0b19070f76b7ec41fdf7e479b8

Subrat Jena(lyricist )

ଆଜି ସେଇ ରାତି ଅଛି
ହେଲେ ତୁମେ ନାହଁ
ଆଜି ସେଇ ଦିନ ଆସି
ଆଣେ ଖାଲି ଲୁହ
ତୁମେ ଫେରିବ କି ନାହଁ
ଜାଣେନା ମୁଁ
ତୁମେ ଯେଉଁଠି ବି ଥାଅ
ଚାହିଁଥିବି ମୁଁ ।

©Subrat Jena(lyricist )
  #ପ୍ରେମରେ ପ୍ରତୀକ୍ଷା#ମୁଁ ଖାଲି ତୁମର#ପ୍ରେମ ଅମର

#ପ୍ରେମରେ ପ୍ରତୀକ୍ଷା#ମୁଁ ଖାଲି ତୁମର#ପ୍ରେମ ଅମର

69336b0b19070f76b7ec41fdf7e479b8

Subrat Jena(lyricist )

#ଜଗତରେ ପାଇବୁନି ଏମିତି ଠାକୁର#ମୁଁ ଓଡ଼ିଆ ମୋ ପ୍ରଭୁ ବଢିଆ#ଜୟ ଜଗନ୍ନାଥ

#ଜଗତରେ ପାଇବୁନି ଏମିତି ଠାକୁର#ମୁଁ ଓଡ଼ିଆ ମୋ ପ୍ରଭୁ ବଢିଆ#ଜୟ ଜଗନ୍ନାଥ #ପୁରାଣ

69336b0b19070f76b7ec41fdf7e479b8

Subrat Jena(lyricist )

ଋତୁ ଆସି ଗଲା ପରି 
ତୁମେ ଚାଲିଗଲ ଶ୍ରାବଣୀ
ଆସିଲ ବସିଲ ହସିଲ
ଲେଖିଦେଲ ଲୁହରେ ମୋ ଜୀବନ କାହାଣୀ
ତଥାପି ଆଜିବି ଚାହେଁ
ତୁମେ ଆଉଥରେ ଫେର ଶ୍ରାବଣୀ
ଦୁଃଖ ସିନା ତୁମେ ଦେଇ ଜାଣ
ହେଲେ ମୁଁ କିନ୍ତୁ ସେଇ ପ୍ରେମର ରାଗିଣୀ
ତୁମ ଲାଗି ହସି ହସି ପିଇପାରେ
ହଜାରେ ରାତିର ଲୁହକୁ ପୁଣି
ଜାଣେନା ବୁଝିବୁକି ନାହିଁ ବାୟାଣୀ ।

©Subrat Jena(lyricist )
  #ଅବୁଝା ନାୟିକା#ମୋ ପ୍ରେମ ତୁ ମୋ ଜୀବନ#ପ୍ରେମରେ ମନାନ୍ତର#ଫେରିଆସ ଶ୍ରାବଣୀ

#ଅବୁଝା ନାୟିକା#ମୋ ପ୍ରେମ ତୁ ମୋ ଜୀବନ#ପ୍ରେମରେ ମନାନ୍ତର#ଫେରିଆସ ଶ୍ରାବଣୀ

69336b0b19070f76b7ec41fdf7e479b8

Subrat Jena(lyricist )

तू नेहीं तो क्या
तेरी यैदें तो है ना
वक़्त चाहे जितना बदले
तेरे पीछे में सदा हूँ ना ।
कभी तो देख पलट के
पाओगी मुझे तेरी पीछे
में हूं आशिक तेरी
डरना नेहीं  कभी सामने है
मंजिल तुम्हारी ।

©Subrat Jena(lyricist )
  #जिंदगी#अपने तो अपने होते हैं#मंजिल#प्यार तेरा

#जिंदगी#अपने तो अपने होते हैंमंजिलप्यार तेरा #ଇରୋଟିକ୍

69336b0b19070f76b7ec41fdf7e479b8

Subrat Jena(lyricist )

#Teachersday
loader
Home
Explore
Events
Notification
Profile