Nojoto: Largest Storytelling Platform

ହାଏ ରେ ଆଇନା ତୁ ଥରେ ସତ କହନା ! ମୋର ଏଇ ଛୋଟିଆ ହୃଦୟରେ

ହାଏ ରେ ଆଇନା
ତୁ ଥରେ 
ସତ କହନା !
ମୋର ଏଇ ଛୋଟିଆ 
ହୃଦୟରେ 
କାହିଁକି ଏ ବିଡମ୍ବନା 
କାହିଁକି ଏ ଆନମନା
ମନରେ ଉଙ୍କି ମାରୁଥିବା
ଅଜସ୍ର ପ୍ରଶ୍ନରେ
ଅଛି କଣ ?
ସତ କୁହନା
ଇଏ କଣ ସେଇ
ପ୍ରାପ୍ତିର ଆଶା 
ନା ମୋ ନିରବତାର 
 ଅସଂପୂର୍ଣ୍ଣ ପ୍ରତ୍ୟାଶା .....

©Prashanta Kumar Sahu
  #Dance