ଭଙ୍ଗା ଏଇ ମନକୁ ରଙ୍ଗାଇଛି ଆଜି ତୁମ ଲାଗି ସାତ ରଙ୍ଗେ... ଚାହିଁ ରହିଅଛି ତୁମ ଫେରିବାର ପଥକୁ ଗଭିର ଅନୁରାଗେ... ମନ ଚିନ୍ତଇ ତୁମକୁ ଅନବରତ ତୁମ ସ୍ମୁତି ସଦା ଅଲିଭା ଅକ୍ଷତ... ପ୍ରତିକ୍ଷା ମୋହର ଅସୀମ ଅନନ୍ତ ପୀରତି ଆମର ନିର୍ଲୋଭ ଶାସ୍ୱତ... ଦିନ ପରେ ଦିନ ବିତେ ବର୍ଷ ପରେ ବର୍ଷ ପାଣି ପରି ବୋହି ଚାଲେ ସମୟର ଚକ ତୁମ ପଥ ଚାହିଁ ହରାଇଛି ଆଖିର ଚମକ.. ©Subrat Kanungo #Moon positive life quotes