Nojoto: Largest Storytelling Platform

ଜାଣିଗଲେ କିଛି, କୁହେ ବାଛି ବାଛି ଯାହାକୁ ଭାବେ ନିଜର, ମନ

ଜାଣିଗଲେ କିଛି, କୁହେ ବାଛି ବାଛି ଯାହାକୁ ଭାବେ ନିଜର,
 ମନ ଦେଇ ଯିଏ ଶୁଣେ ଆମ କଥା ତାକୁ ହିଁ ଖୋଜେ ନଜର,
ଜଣା କି ଅଜଣା ନ ଜଣେଇ, ଯିଏ ଶୁଣେ ଜାଣିଥିବା କଥା;
ସିଏ ହିଁ କେବଳ ଜଣେ, ଯିଏ ଜାଣେ ମନ ଜିଣିବାର ପ୍ରଥା ।
@suvam@

©Saipada Brajamohan #share #my #shayari #suvam #saipadabrajamohan 

#Love