Nojoto: Largest Storytelling Platform

White ୱାଉ 🙋‍♂️ ସବୁ ପାହାନ୍ତ ରେ ତୁମେ ଆସ ଦେଇଯାଅ ସବୁ

White ୱାଉ 🙋‍♂️
ସବୁ ପାହାନ୍ତ ରେ ତୁମେ ଆସ 
ଦେଇଯାଅ ସବୁ ପ୍ରଶ୍ନର ଉତ୍ତର 
ବୁଝେଇ ଦେଇ ଯାଅ ମୋତେ 
ପ୍ରତାରଣା ପୂର୍ବର ପ୍ରେମ 
ବିରହ ପରର ଯାତନା 
ତୁମବିନା ତୁମକୁ ଅନୁଭବେ 
ମୋ ହୃଦୟର ନିବୃତ୍ତ କୋଣରେ 
ପ୍ରେମର ସେ ପହିଲି ପୁଳକରେ।।
💕💕💕

©Rajguru #ପ୍ରେମପରିଭାଷା #ରାଜଗୁରୁ #Rajguru
White ୱାଉ 🙋‍♂️
ସବୁ ପାହାନ୍ତ ରେ ତୁମେ ଆସ 
ଦେଇଯାଅ ସବୁ ପ୍ରଶ୍ନର ଉତ୍ତର 
ବୁଝେଇ ଦେଇ ଯାଅ ମୋତେ 
ପ୍ରତାରଣା ପୂର୍ବର ପ୍ରେମ 
ବିରହ ପରର ଯାତନା 
ତୁମବିନା ତୁମକୁ ଅନୁଭବେ 
ମୋ ହୃଦୟର ନିବୃତ୍ତ କୋଣରେ 
ପ୍ରେମର ସେ ପହିଲି ପୁଳକରେ।।
💕💕💕

©Rajguru #ପ୍ରେମପରିଭାଷା #ରାଜଗୁରୁ #Rajguru
rajguru7213

Rajguru

Bronze Star
New Creator
streak icon37