Nojoto: Largest Storytelling Platform

ଉତ୍ତପ୍ତ ସୂର୍ଯ୍ୟ ଠୁ ହାର ମାନି ପଶିଛୁ ଶୀତଳ ଚନ୍ଦ୍ରର ଶରଣ

ହେଲେ ତପ୍ତ କିରଣ କୁ ଶାନ୍ତ କରି ସେ ଦେଇଛି ନିଜ ଦକ୍ଷତା ର ପ୍ରମାଣ। 
ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ସୂର୍ଯ୍ୟ ଚନ୍ଦ୍ରର କାହାଣୀ। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ।

ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ ।