ଜୀବନ ଶଇଳୀ ଅଲଗା ସଭିଙ୍କ କାମ କରିବା ତରିକା, ତୁଳନା କରନି କାହାକୁ କା ସାଥେ, ସବୁ ବାଟ ନୁହେଁ ଏକା, ମତ ନେଇ ପାର, ମତ ଦେଇ ପାର, କରିପାର ଅନୁରୋଧ, ଅଧିକାର ନେଇ କାହାକୁ ବି ତୁମେ କରିପାରିବନି ବାଧ୍ୟ । @suvam@ ©Saipada Brajamohan ବାଧ୍ୟ #share #my #shayari #suvam #saipadabrajamohan #Silent