Nojoto: Largest Storytelling Platform

ଅଭିମାନ ସ୍ୱାଭିମାନ ସବୁକିଛି ମିଶିଗଲା ମାଟିରେ ସୁନେଲୀ ସ୍

ଅଭିମାନ ସ୍ୱାଭିମାନ ସବୁକିଛି ମିଶିଗଲା ମାଟିରେ 
ସୁନେଲୀ ସ୍ବପ୍ନ ସବୁ ଭାଙ୍ଗୁଥିଲା ଅଧା ରାତିରେ
ହସ ଗଲା ଖୁସି ଗଲା ଯାହା ଥିଲା ନିଜ ହାତରେ
ଭଲ ପାଏ ବୋଲି କହିବିନି କାହା ଆଗରେ
ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ !
ନା ଅବିଶ୍ବାସୀ ହେଲ ନା ବିଶ୍ୱାସ କରିପାରିଲ
ନା ସବୁ କିଛି ଜଣେଇଲ ନା କିଛି ଜାଣିପାରିଲି
ନା ପାଖକୁ ଡାକିଲ ନା ପାଖେ ପାଖେ ରହିଲ
ନା ଦୁରେଇଦେଲ ନା ଦୂରକୁ ଗଲ
ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ !

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

81 Views