Nojoto: Largest Storytelling Platform
niharparida2973
  • 84Stories
  • 479Followers
  • 1.1KLove
    59.2KViews

Nihar Ranjan Parida

My life may not be perfect, but I am blessed. I don't have everything I want, but I do have all I need. Instagram:-@niharparida81

  • Popular
  • Latest
  • Repost
  • Video
bb67152451c48a74db0fbb677104810a

Nihar Ranjan Parida

#happy new year 2024

#Happy new year 2024 #2023Recap

2,790 Views

bb67152451c48a74db0fbb677104810a

Nihar Ranjan Parida

ଅଭିମାନ ସ୍ୱାଭିମାନ ସବୁକିଛି ମିଶିଗଲା ମାଟିରେ 
ସୁନେଲୀ ସ୍ବପ୍ନ ସବୁ ଭାଙ୍ଗୁଥିଲା ଅଧା ରାତିରେ
ହସ ଗଲା ଖୁସି ଗଲା ଯାହା ଥିଲା ନିଜ ହାତରେ
ଭଲ ପାଏ ବୋଲି କହିବିନି କାହା ଆଗରେ
ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ !
ନା ଅବିଶ୍ବାସୀ ହେଲ ନା ବିଶ୍ୱାସ କରିପାରିଲ
ନା ସବୁ କିଛି ଜଣେଇଲ ନା କିଛି ଜାଣିପାରିଲି
ନା ପାଖକୁ ଡାକିଲ ନା ପାଖେ ପାଖେ ରହିଲ
ନା ଦୁରେଇଦେଲ ନା ଦୂରକୁ ଗଲ
ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ !

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

27 Views

bb67152451c48a74db0fbb677104810a

Nihar Ranjan Parida

ଏମିତି କେମତି ସବୁକିଛି ଶୀଘ୍ର ହେଇଗଲା
ତୁମ ସହ ଆଉ କିଛି ବାଟ ଚାଲିବାର ଥିଲା
ହୃଦୟ କୁ ବାର୍ ବାର୍ ଜଗିବାର ଥିଲା
ଧରିବା ଆଗରୁ ହାତ ଛାଡିବାର ଥିଲା
ବାପା ମାଆ ଙ୍କ କଥା ଟିକେ ଶୁଣିବାର ଥିଲା
ଜୀବନକୁ ଭଲଭାବେ ଜୀଇଁବାର ଥିଲା
ତୁମ ଅଗଣା ରେ ଆଉ କା ପାଦ ପଡ଼ିବାର ଥିଲା
ତୁମ ଚଉରାରେ ଆଉ କିଏ ସଂଜବତୀ ଜାଳିବାର ଥିଲା
ତୁମ ମନ ସହ ଆଉ କାହା ମନ ମିଶିବାର ଥିଲା
ତଥାପି ଏମିତି ସେମିତି କେମିତି ହେଇଥିଲା ପ୍ରେମ

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

46 Views

bb67152451c48a74db0fbb677104810a

Nihar Ranjan Parida

ଆଖି ନଚେଇ ମିଠା କଥା କହି ମନଟାକୁ କିଣି ନେଲ
ଭଲପାଏ ବୋଲି ମୋ ପାଟିରୁ ଶୁଣିବାକୁ ବାଧ୍ୟକଲ
ମୋ ସ୍ୱପ୍ନରେ ତୁମେ ଧସେଇ ପଶି ଆସିଲ
ତୁମ କଥା ଭାବିବାକୁ ମୋତେ କିମିଆ କରିଦେଲ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !
ହାତ କାଟି ମୋ ନାଁ ଲେଖିଥିଲ ରକ୍ତରେ
ମୋତେ କିଏ ଚାହିଁ ଦେଲେ ଝଗଡା କର ଖାଲିରେ
ମୁଣ୍ଡ ପିଟି ପିଟି ଘର କରିନେଲ ମୋ ହୃଦୟ ଭିତରେ
ମୋତେ ନପାଇଲେ ଆତ୍ମହତ୍ୟା କରିବାକୁ କହୁଥିଲ ମିଛରେ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

27 Views

bb67152451c48a74db0fbb677104810a

Nihar Ranjan Parida

ଫଗୁଣର ଫଗୁ ଆଣି ବୋଳିଦେଇଥିଲ ମୋ ଗାଲରେ
ଆଉ କିଛି ଭାବିବାକୁ ଦେଲ ନାହିଁ ମନରେ 
ମୋ ହସ ଦେଖିବାକୁ ମୋ କଥା ଶୁଣିବାକୁ ଜଗୁଥିଲ ରାସ୍ତା ଘାଟରେ
କେଜାଣି କାହିଁକି ତୁମ କଥା ମନେ ପଡେ ସବୁଦିନ ସଂନ୍ଧ୍ୟାରେ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !
ନା ଥିଲା ଦୂରାଭାଷ ନା ମିଳିଥିଲା କିଛି ଆଭାସ
ନା ମିଶିଥିଲା ଜାତକ ନା ମିଶିଥିଲା ମନ
ନା ଖୁସିଥିଲେ ଘରେ କେହି ନ ଖୁସିଥିଲି ମୁଁ ନିଜେ
ନା ଠିକ୍ ଥିଲା ସମୟ ନା ଠିକ୍ ଥିଲା ବୟସ
ତଥାପି ଏମିତି ସେମିତି କେମିତି ହେଇଗଲା ପ୍ରେମ !

©Nihar Ranjan Parida
  #ଏମିତି ସେମିତି କେମିତି ହେଇଥିଲା ପ୍ରେମ

#ଏମିତି ସେମିତି କେମିତି ହେଇଥିଲା ପ୍ରେମ

48 Views

bb67152451c48a74db0fbb677104810a

Nihar Ranjan Parida

कैसे पराया करदुं उसे
उसकी एक मुस्कान 
जीनेकी वजह होतीथी !
कैसे भूल जाऊं उसे
जिसकी एक आवाज़
मेरी धड़कन बढ़ा देती थी !!
कैसे नफरत करूं उसे
जिसके छूनेसे 
सुकून मिलता था !!!
कैसे चला जाऊं बिना देखे उसे
जिसकी आंखे हमेशा 
मेरे तरफ देखती थी !!!!

©Nihar Ranjan Parida #together
bb67152451c48a74db0fbb677104810a

Nihar Ranjan Parida

जो कभी दिल के करीब हुआ करती थी
आज वो अजनबी बनगई,
ये तो वक्त का पहिया है इसलिए आगे थी
और आगे जाके पराए होगई !!

©Nihar Ranjan Parida #अजनबी
bb67152451c48a74db0fbb677104810a

Nihar Ranjan Parida

#daughter

#Geetkaar
bb67152451c48a74db0fbb677104810a

Nihar Ranjan Parida

ମଥାରେ ବୋଳି ଦେଇ ମୁଠାଏ ମାଟି
ଡେଇଁ ପଡ଼େ ସୈନିକ ଟି ନମାନି ଘାଟି,
ମୁଠାଏ ମାଟି ର ବାସ୍ନା ସିଏ ବୁଝିଛି
ବହୁ ଦିନ ପରେ ଯିଏ ବିଦେଶୁ ଫେରୁଛି,
ମୁଠାଏ ମାଟିର ମୂଲ କିଏ ଚଷାକୁ ପଚାରେ
ଶସ୍ୟ ନୁହଁ ସୁନା ଫଳେ ତା ହାତରେ,
ମାଟି କୁ ଚକଟି ଚକଟି କୁମ୍ଭାର
ଗଢେ ଯେତେ ଦ୍ରବ୍ୟ ସବୁ ଲାଗେ ସୁନ୍ଦର,
ଜନ୍ମ ଆମ ମାଟିରୁ ମାଟିରେ ବିଲୀନ
ମାଟି ସହ ମୋହ ଥିବାଯାଏ ଜୀବନ ।

©Nihar Ranjan Parida #ମୁଠାଏ ମାଟି

#ମୁଠାଏ ମାଟି #କବିତା

7 Love

bb67152451c48a74db0fbb677104810a

Nihar Ranjan Parida

ନା ଫଗୁଣ ରେ ନା ଶ୍ରାବଣ ରେ
ପ୍ରେମ ଉଙ୍କି ମାରିଥିଲା ଚୈତ୍ର ରେ,
ଚଇତି ପବନ ଚଇତି ଖରାରେ
ମନ ହଜିଗଲା କୋଇଲି ଗୀତରେ,
ତୁମ ମୁକୁଳା କେଶର ବର୍ଷା ଛିଟା ରେ
ବିଜୁଳି ମାରୁଥିଲା ମୋ ହୃଦୟ ବାଦଲ ରେ,
ବର୍ଷା ପଡୁଥିଲା କୁହୁଡି ବି ଥିଲା
ହୃଦୟ ମିଶିଗଲା ଝିଙ୍କରୀ ସ୍ଵରରେ। 



---Nihar Ranjan Parida


,

©Nihar Ranjan Parida #ଚୈତ୍ର ରେ
#Love 
#MusicLove

#ଚୈତ୍ର ରେ Love #MusicLove #Poetry

11 Love

loader
Home
Explore
Events
Notification
Profile