Nojoto: Largest Storytelling Platform

ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ,ଲୋକ ମାନଙ୍କ କଥାରୁ କଣ ମ

ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ,ଲୋକ ମାନଙ୍କ କଥାରୁ କଣ ମିଳିବ ??
ସେମାନେ ଗୋଟିଏ ମୁହୂର୍ତ୍ତରେ ପ୍ରଶଂସାରେ ପୋତି ଦେଉଥିବା ବେଳେ-
ଆଉ ଗୋଟିଏ ମୁହୂର୍ତ୍ତରେ ନିନ୍ଦାରେ ଭସେଇ ଦିଅନ୍ତି !!

©Sangeeta Das

voiceanchorsange3277

Sangeeta Das

Bronze Star
New Creator