Nojoto: Largest Storytelling Platform

White ତମ ଠିଆହେବା ଜାଣ କି କାଲିକି କେଉଁଠି ଥିବ ଜାଣ କି

White ତମ ଠିଆହେବା ଜାଣ କି
କାଲିକି କେଉଁଠି ଥିବ ଜାଣ କି 
ବର୍ତ୍ତମାନ ଓ ଭଵିଷ୍ଯତର ଏ ପ୍ରଶ୍ନ
ଯାହା ତମକୁ ଅଜ୍ଞାତ।

ତମ ଭଣ୍ଢାର ନ ଦେଖି ତମେ
ଆଜିକୁ ମାପିପାରିଵ କି ?
ଆଗ ମୁହୂର୍ତ୍ତକୁ ନ ଜାଣି
ସୁଖଦୁଃଖର ଵର୍ତ୍ତମାନକୁ 
ବ୍ଯଵଚ୍ଛେଦ କରି ମାପିପାରିବନି

A LOOK AT LIFE-160
BY-SMRUTI RANJAN MOHANTY

Do you know where do you stand?
Do you know where you will be?
The  equation between present and future
you never know 
How can you assess your present 
when you don't know what is in store.
How can you define the present
in terms of sorrow and happiness 
When you know not the moment next?

Go beyond yourself,(present self)
space and circumstance,
all pair of opposites,
love, hatred and relationship
to become yourself,(real self)
the individual you are,
the entity you always cherished to be.

Live without looking into
past, present and future
should be, would be and could have been.
Live with dreams and passion 
in that beautiful island 
which is all yours.

Smruti Ranjan Mohanty©
1.9.2021
https://smrutiranjanmohanty.blogspot.com/2023/08/a-look-at-life-160.html

©Smruti Ranjan Mohanty
  #good_night ତମ ଠିଆହେବା ଜାଣ କି
କାଲିକି କେଉଁଠି ଥିବ ଜାଣ କି 
ବର୍ତ୍ତମାନ ଓ ଭଵିଷ୍ଯତର ଏ ପ୍ରଶ୍ନ
ଯାହା ତମକୁ ଅଜ୍ଞାତ।

ତମ ଭଣ୍ଢାର ନ ଦେଖି ତମେ
ଆଜିକୁ ମାପିପାରିଵ କି ?
ଆଗ ମୁହୂର୍ତ୍ତକୁ ନ ଜାଣି

#good_night ତମ ଠିଆହେବା ଜାଣ କି କାଲିକି କେଉଁଠି ଥିବ ଜାଣ କି ବର୍ତ୍ତମାନ ଓ ଭଵିଷ୍ଯତର ଏ ପ୍ରଶ୍ନ ଯାହା ତମକୁ ଅଜ୍ଞାତ। ତମ ଭଣ୍ଢାର ନ ଦେଖି ତମେ ଆଜିକୁ ମାପିପାରିଵ କି ? ଆଗ ମୁହୂର୍ତ୍ତକୁ ନ ଜାଣି #Poetry

81 Views