Nojoto: Largest Storytelling Platform

ପାଣି ଭରି ରହିଥିବା ଗ୍ଲାସରେ ହୁଏତ ଆଉ ପାଣି ଭରିବା ସମ୍ଭବ


ପାଣି ଭରି ରହିଥିବା ଗ୍ଲାସରେ ହୁଏତ ଆଉ ପାଣି ଭରିବା ସମ୍ଭବ ନୁହେଁ। ସେଥିରେ କିନୁ ଚିନିକୁ ମିଶ୍ରଣ କରି ହୁଏ।
ଏଭଲି କଲେ କେବଳ ପାଣିର ସ୍ଵାଦ ବଢେ ନାହିଁ, ହୃଦୟ ତୃପ୍ତି ମଧ୍ୟ ହୁଏ। ଠିକ୍ ସେମିତି ଦୁଃଖ ଓ ଯନ୍ତ୍ରଣାରେ ପରିପୂର୍ଣ୍ଣ ଜୀବନକୁ ଏକ ସୁନ୍ଦର ହୃଦୟ ନୂତନ ସମ୍ଭାବନା ଆଡ଼କୁ ଅଗ୍ରସର କରିପାରେ। ମନ ମନମୁଗ୍ଧକର ବାକ୍ୟ  ହାସ୍ୟର ବାତାବରଣ ସୃଷ୍ଟି କରିପାରେ। ମନଖୋଲା ହସ ସମସ୍ତ ଯନ୍ତ୍ରଣାକୁ ଲାଘବ କରିପାରେ। ଅନେକ ସୁଖଦ ମୁହୂର୍ତ୍ତକୁ ଅନୁଭବ କରନ୍ତୁ ଓ ମନଖୋଲି ହସନ୍ତୁ। 

କାରଣ ଇଶ୍ଵର କେବଳ ମଣିଷକୁ ହିଁ ସହିବାର ଶକ୍ତି ପ୍ରଦାନ କରିଛନ୍ତି।
#ଜୀବନ_କିଛି_ଏମିତି

©Tafizul Sambalpuri
  #ବିଚାର