Nojoto: Largest Storytelling Platform

"ଆମ ଘର" "ଘର ନୁହେଁ ଏହା ଆମ ମନ୍ଦିର" କେତେ ଯେ ଅଛି ସ୍ମୃତ

"ଆମ ଘର"
"ଘର ନୁହେଁ ଏହା ଆମ ମନ୍ଦିର"
କେତେ ଯେ ଅଛି ସ୍ମୃତି ଏଠି ସଭିଙ୍କର,
"ଘର ନୁହେଁ ଏହା ସୁନା ସଂସାର"
ନୁହେଁ ଯେ କେହି ଏଠି ପରଆପଣାର
ସମସ୍ତେ ଲାଗନ୍ତି ନିଜର,
"ଘର ନୁହେଁ ଏହା ଆମ ସ୍ବର୍ଗ"
ସମସ୍ତଙ୍କ  ହସ ଲାଗେ ଏଠି ମଧୁର
ସମସ୍ତଙ୍କ ଦୁଃଖ ଲାଗେ ଆପଣାର,
"ଘର ନୁହେଁ ଏହା ଆମ ମନ୍ଦିର"
ନ ଲାଗୁ କେବେ କାହା ନଜର ।

©..bini..
  our home ଆମ ଘର

our home ଆମ ଘର #କବିତା

57 Views