Nojoto: Largest Storytelling Platform

ଯେତେବେଳେ ମୁଁ ମୋ ଲକ୍ଷ୍ୟସ୍ଥଳରୁ ହାରିଗଲା ଭଳି ଅନୁଭବ କରେ

ଯେତେବେଳେ ମୁଁ ମୋ ଲକ୍ଷ୍ୟସ୍ଥଳରୁ ହାରିଗଲା ଭଳି ଅନୁଭବ କରେ ସେତେବେଳେ ମୋ ପାଖରେ କେବଳ ଦୁଇଟି ରାସ୍ତାଥାଏ ଗୋଟେ ହେଲା ମେଞ୍ଚେ ଲିପିସ୍ଟିକ ଆଉ ଆଇଲାଇନର ଲଗେଇ ମେଞ୍ଚେ ସେଲ୍ଫି ଆଉ ଗୋଟେ ମୋ sts 🤣🤣🤣ଆଉ ତାପରେ ଆନନ୍ଦ ହିଁ ଆନନ୍ଦ ପୁଣି ଆଗକୁ ବଢିବାର ନୂଆ ସାହସ 🤭🤣😂😜
#ସିକ୍ରେଟଜ୍ଞାନ କେବଳ ମୋର 🤣😜🤭

©Diptimayee Nayak
  #Memes #odiameme #ଜୀବନ #ଲକ୍ଷ୍ୟସ୍ଥଳ #odiawritings #odianojoto