Find the Best odiameme Shayari, Status, Quotes from top creators only on Nojoto App. Also find trending photos & videos about sad love shayari odia, odia new love shayari, love shayari odia photo, selfish dil odia, odia dil diwana heigala,
Diptimayee Nayak
ଦୋଷ ଶୁଣିଥିବ ଆଉ ଗୋଟେ ଆଳୁ ଦୋଷ ଶୁଣିଥିବ🤣ଦୋଷ କାହାକୁ କୁହନ୍ତି ତମେ ଜାଣିଥିବ କିନ୍ତୁ ଆଳୁ ଦୋଷ କାହାକୁ କୁହନ୍ତି ଏବେ ମୁଁ ଜଣଉଛି ହେଲା 🤭ଟିକେ ଧ୍ୟାନ ଦେଇ sts ପଢିବ 😂 ଆଳୁ ଦୋଷ :- ଅର୍ଥାତ 🤭ମୋ ସାଙ୍ଗ msg କଲା ମୁଁ ତାକୁ ଦୁଇଦିନ କି ମାସେ ପରେ ରିପ୍ଲେ ଦେବି ସେଟା ଠିକ କିନ୍ତୁ ମୁଁ ଯଦି msg କରିବି ଆଉ ସେ ରିପ୍ଲେ ନ ଦେବ ତେବେ ଆଳୁ ଦୋଷ ବାହାରିବ ଆବେ ତୁ ନିଜକୁ କଣ ଭାବୁଛୁ କି ମୋ msg ଦେଖୁନୁ ଫୋନ ଭାଙ୍ଗି ଦେବିଟି ଆଉ ସେ ଫୋନ କେଞ୍ଚୁଥିବୁ ଇତ୍ୟାଦି ଇତ୍ୟାଦି 🤭#ଷ୍ଟୋରୀ ନୁହେଁ ବେ ସତ କଥା #sts ଟା କେବଳ ସାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ 🤭#ବେଶି କେହି ସ୍ମାର୍ଟ ହୁଅନି ହେଲା ନହଲେ ଶୁଣେଇ ଦେବି 🤭🤣😂ଭଲ କଥା 😜😝🙈 ©Diptimayee Nayak #odiawritings #odiameme #Fun #crazy #CRAZYGIRL
#odiawritings #odiameme #Fun #crazy #CRAZYGIRL #STS #କମେଡି
read moreDiptimayee Nayak
ଗୋଟେ ଛାଡି ଆଉ ଗୋଟେ ଧରୁଛ 🤭ଗୋଇଠା ଖାଇବାକୁ କଣ ଇଚ୍ଛା କରୁଛ😜ଏବେଠାରୁ ଧନ ସୁଧୁରି ଯାଅ ନହଲେ ଗୋଇଠା ଖାଇବାକୁ ପ୍ରସ୍ତୁତ ଥାଅ🤭 ©Diptimayee Nayak #odia #odianojoto #odiameme #kickday
#odia #odianojoto #odiameme #kickday #କମେଡି
read moreDiptimayee Nayak
Dekh Bhai ପରୀକ୍ଷା ମୋର ହେଲେ ତୋର କାଇଁ ଏତେ ଚିନ୍ତା ମୋ ପରୀକ୍ଷା କଥା ମୁଁ ବୁଝିବି ତୁ ବେଶି ମୁଣ୍ଡ ଖେଳନା ନହଲେ କିଛି ଭଲ ହେବନି ଆଗୁଆ କହିଦେଉଛି ©Diptimayee Nayak #odiameme #Memes #odiawritings #odia #odianojoto #ପରୀକ୍ଷା #ExamsOfLife #exam
#odiameme #Memes #odiawritings #odia #odianojoto #ପରୀକ୍ଷା #ExamsOfLife #exam #କମେଡି
read moreDiptimayee Nayak
ମୁଣ୍ଡରେ ଅନ୍ୟ ସବୁ ଜିନିଷ ଧଡ଼ାଧଡ୍ ଜାଗା ହୋଇଯାଉଛି ହେଲେ ପାଠ ଯେତେ ପଢିଲେ ମୁଣ୍ଡରେ ଜାଗା ହଉନି ଆଚ୍ଛା କହିଲ ମୁଁ କେଉଁ ବ୍ୟାଗ କିଣିଲେ ମୋ ମୁଣ୍ଡଟା ଜାଗା ହେବା ସହ ମୋ ମୁଣ୍ଡରେ ଥିବା ପାଠ ଗୁଡା ବି ଜାଗା ହୋଇଯିବ 🤭 ©Diptimayee Nayak #ପାଠ #Memes #odiameme #odiawritings #odianojoto #odiakavita
#ପାଠ #Memes #odiameme #odiawritings #odianojoto #odiakavita #କମେଡି
read moreDiptimayee Nayak
ଯେତେବେଳେ ମୁଁ ମୋ ଲକ୍ଷ୍ୟସ୍ଥଳରୁ ହାରିଗଲା ଭଳି ଅନୁଭବ କରେ ସେତେବେଳେ ମୋ ପାଖରେ କେବଳ ଦୁଇଟି ରାସ୍ତାଥାଏ ଗୋଟେ ହେଲା ମେଞ୍ଚେ ଲିପିସ୍ଟିକ ଆଉ ଆଇଲାଇନର ଲଗେଇ ମେଞ୍ଚେ ସେଲ୍ଫି ଆଉ ଗୋଟେ ମୋ sts 🤣🤣🤣ଆଉ ତାପରେ ଆନନ୍ଦ ହିଁ ଆନନ୍ଦ ପୁଣି ଆଗକୁ ବଢିବାର ନୂଆ ସାହସ 🤭🤣😂😜 #ସିକ୍ରେଟଜ୍ଞାନ କେବଳ ମୋର 🤣😜🤭 ©Diptimayee Nayak #Memes #odiameme #ଜୀବନ #ଲକ୍ଷ୍ୟସ୍ଥଳ #odiawritings #odianojoto
#Memes #odiameme #ଜୀବନ #ଲକ୍ଷ୍ୟସ୍ଥଳ #odiawritings #odianojoto #କମେଡି #ସିକ୍ରେଟଜ୍ଞାନ
read moreRk Rakesh Kumar
ତମ ଖୁସି ଖୁସି ଆଉ ଆମ ଖୁସି ଅଟା ଭୁସି 😂😂 Following the trend. 😂 #yqbhaina #odiameme #yqodia #muodia
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited