THE JOURNEY-10 No one remembers How many he has carried on his shoulder No one knows the man who lived his life For them is dead since long With broken heart and mind He walks alone, On the silent and unknown corridor Carrying his dead body on his own shoulder. Smruti Ranjan Mohanty© ଯାତ୍ରା-10 ଏଠି ହିସାବ ନଥାଏ କିଏ କେତେ ଜୀବନ୍ତ ମଣିଷକୁ କାନ୍ଧ ଦେଇଛି କେହି ମନେ ରଖି ନଥାଏ, ସେମାନଙ୍କ ପାଇଁ ହସୁଥିବା, ଜିଉଁଥିବା ମଣିଷଟା କେବେଠୁ ମରି ଯାଇଛି ଭଙ୍ଗା ମନ, ଭଙ୍ଗା ସମ୍ପର୍କକୁ ନେଇ ସିଏ ଚାଲିଛି, ଚାଲୁଥିବ ଶେଷଯାଏ ନିଜ ଶବକୁ ନିଜ କାନ୍ଧରେ ବୋହି ବୋହି ଏକା ଏକା ନିଶୁନ, ନିସ୍ତବ୍ଦ, ଅଜଣା ରାସ୍ତାରେ ସ୍ମୃତି ରଞ୍ଜନ ମହାନ୍ତି © #THE JOURNEY-10 No one remembers How many he has carried on his shoulder No one knows the man who lived his life For them is dead since long With broken heart and mind He walks alone,