Nojoto: Largest Storytelling Platform

ଜାଣିନି ସେ କେଉଁ ପଦାର୍ଥରେ ଗଢ଼ା, ତା'ର ପସନ୍ଦ କଣ। କେବେ

ଜାଣିନି ସେ କେଉଁ ପଦାର୍ଥରେ ଗଢ଼ା, ତା'ର ପସନ୍ଦ କଣ। କେବେ ନିଜ ଅଧିକାର ସାବ୍ୟସ୍ତ କରିବା ଦେଖିନି ତାକୁ। 
ଏମିତି ଲାଗେ ଯେମିତି ସବୁ ଫୋପଡ଼ା ଜିନିଷ ରେ ହିଁ ତା ଅଧିକାର ଆଉ ଲୋଭ। କେବେ ନିଜେ ଆଗ ଭଲ ଜିନିଷ ବାଛିବା ଶିଖିନି ସେ। ତ୍ୟାଗର ଅନ୍ୟ ଏକ ନାମ ବୋଧେ ସେ। ମାଆ ସେ।

#ମାଆପାଇଁପଦେ

©Dev #RAMADAAN

debashismallick3689

Dev

New Creator