Nojoto: Largest Storytelling Platform
debashismallick3689
  • 48Stories
  • 111Followers
  • 400Love
    0Views

Dev

  • Popular
  • Latest
  • Video
ae2d542636b38703cb85329dba19bd8c

Dev

ସମସ୍ୟା ସମସ୍ତଙ୍କର ଅଛି। କିଏ ସେଇ ସମସ୍ୟାକୁ ନେଇ ଚିନ୍ତା କରୁଛି ତ କିଏ ସମାଧାନ ର ବାଟ ଖୋଜୁଛି। 

କେବଳ ଚିନ୍ତା କରି ଲାଭ ନାହିଁ। ସମାଧାନ ଖୋଜିବା ଆବଶ୍ୟକ।

ଜୟ ଜଗନ୍ନାଥ।🙏

©Dev #vacation
ae2d542636b38703cb85329dba19bd8c

Dev

ନିଜ ପାଇଁ ନୂଆ ଗାମୁଛା ଖଣ୍ଡେ ନ କିଣି ନିଜ ପିଲା ମାନଙ୍କୁ ପ୍ରତି ପର୍ବରେ ନୂଆ ପୋଷାକ କିଣି ଦେଉଥିବା ନିଃସ୍ଵାର୍ଥପର ଲୋକଟି ହେଲା "ବାପା"

#ବାପାବିମହାନ୍

©Dev #rayofhope
ae2d542636b38703cb85329dba19bd8c

Dev

ମନୁଷ୍ୟ ମାତ୍ରେ ହିଁ ଭୁଲ୍। କିନ୍ତୁ ସେଇ ଭୁଲ୍ ରୁ ଶିକ୍ଷା ଗ୍ରହଣ କରି ଆଗାମୀ ଦିନରେ ସେଇ ଭୁଲ୍ ନ କରିବା ହିଁ ବୁଦ୍ଧିମତ୍ତା ର ପରିଚୟ।

©Dev #Drops
ae2d542636b38703cb85329dba19bd8c

Dev

ଜାଣିନି ସେ କେଉଁ ପଦାର୍ଥରେ ଗଢ଼ା, ତା'ର ପସନ୍ଦ କଣ। କେବେ ନିଜ ଅଧିକାର ସାବ୍ୟସ୍ତ କରିବା ଦେଖିନି ତାକୁ। 
ଏମିତି ଲାଗେ ଯେମିତି ସବୁ ଫୋପଡ଼ା ଜିନିଷ ରେ ହିଁ ତା ଅଧିକାର ଆଉ ଲୋଭ। କେବେ ନିଜେ ଆଗ ଭଲ ଜିନିଷ ବାଛିବା ଶିଖିନି ସେ। ତ୍ୟାଗର ଅନ୍ୟ ଏକ ନାମ ବୋଧେ ସେ। ମାଆ ସେ।

#ମାଆପାଇଁପଦେ

©Dev #RAMADAAN
ae2d542636b38703cb85329dba19bd8c

Dev

ପରଚର୍ଚ୍ଚା ଛାଡ଼ି ଭଗବତ୍ ଚର୍ଚ୍ଚା ରେ ମନୋନିବେଶ କରିବା ଉଚିତ୍। ଆତ୍ମାକୁ ଶାନ୍ତି ମିଳିବା ସହିତ ଭଗବାନଙ୍କ ନିକଟତର ହୋଇପାରିବେ।

#ସକାଳରଭାବନା

©Dev
  #Drops
ae2d542636b38703cb85329dba19bd8c

Dev

ଯେବେ ଗୋଟେ ପଦ କଥାରେ ସମ୍ପର୍କ ଯୋଡ଼ି ହୋଇ ନଥିଲା ତ ଗୋଟେ ପଦ କଥାରେ ସମ୍ପର୍କ ଭାଙ୍ଗିଯିବ ବା କେମିତି.....

#ମୋମନରକଥା

©Dev #standAlone
ae2d542636b38703cb85329dba19bd8c

Dev

#SaferMotherHoodDay ମାଆ ମାନଙ୍କର ବୋଧେ ଦିବ୍ୟ ଚକ୍ଷୁ ଥାଏ। ନହେଲେ କେତେବେଳେ କଣ ଇଚ୍ଛା ହେଉଛି କହିବା ଆଗରୁ କେମିତି ଜାଣି ଦିଅନ୍ତି......

#ମାଆପାଇଁପଦେ

©Dev #SaferMotherHoodDay
ae2d542636b38703cb85329dba19bd8c

Dev

ଏ ଜନ୍ମରେ ହୁଏତ ମୁଁ ତୁମର ନୁହେଁ, କିନ୍ତୁ ଆଗାମୀ ପ୍ରତ୍ୟେକ ଜନ୍ମରେ ତୁମର ହେବାକୁ ଚାହେଁ।

#ମୋମନରକଥା

©Dev #Light
ae2d542636b38703cb85329dba19bd8c

Dev

ଜୀବନର ପ୍ରତ୍ୟେକ ସ୍ତରରେ ସମସ୍ୟାକୁ ଜିତିବାର ପ୍ରୟାସ କରୁଥିବା ବ୍ୟକ୍ତି ଟି ନିଜ ସନ୍ତାନଙ୍କ ଖୁସି ଆଗରେ ହାରିଯିବାକୁ ପସନ୍ଦ କରେ।

#ଲିପ୍ସିତ
#ବାପାବିମହାନ୍

©Dev #rayofhope
ae2d542636b38703cb85329dba19bd8c

Dev

ଯଦି ଦେଇଥିବା ପ୍ରତିଶୃତି ପୂରଣ କରିପାରିବେ ନାହିଁ, ତେବେ ପ୍ରତିଶୃତି ଦେବାର ମଧ୍ୟ କୌଣସି ଅଧିକାର ନାହିଁ। 
ଯଥାସମ୍ଭବ ଦେଇଥିବା କଥା କୁ ରଖିବା ଆବଶ୍ୟକ।

#ସକାଳରଭାବନା

©Dev #Drops
loader
Home
Explore
Events
Notification
Profile