Nojoto: Largest Storytelling Platform

White ମୁଁ ପାହାଡ଼ ର ଫଟା ଭୂଇଁ ତୁମେ ବର୍ଷାର ଜଳ ଧାରା ତୁ

White ମୁଁ ପାହାଡ଼ ର ଫଟା ଭୂଇଁ
ତୁମେ ବର୍ଷାର ଜଳ ଧାରା
ତୁମର ଗାରେ ଚାହାଁଣି,ଧାରେ ହସ
ଆଉ ପଦେ ମହୁଝରା ମିଠାକଥା
ମୋ ଜୀବନ ର ଧୋଇଦେବ
ସମସ୍ତ ତିକ୍ତତା।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା
White ମୁଁ ପାହାଡ଼ ର ଫଟା ଭୂଇଁ
ତୁମେ ବର୍ଷାର ଜଳ ଧାରା
ତୁମର ଗାରେ ଚାହାଁଣି,ଧାରେ ହସ
ଆଉ ପଦେ ମହୁଝରା ମିଠାକଥା
ମୋ ଜୀବନ ର ଧୋଇଦେବ
ସମସ୍ତ ତିକ୍ତତା।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା