Nojoto: Largest Storytelling Platform
joykrishnabehera3495
  • 724Stories
  • 206Followers
  • 9.9KLove
    39.7KViews

Joy Krishna Behera

M.A LLB,Govt Advocate, Sambalpur Odisha

  • Popular
  • Latest
  • Video
74f74e564666cc0fe9cbeaf93a193ea2

Joy Krishna Behera

White ପ୍ରେମ ରେ ତୁମ ହୃଦୟ 
ରକ୍ତାକ୍ତ ନ ହେଲେ
ଜୀବନ ରେ ପ୍ରେମ କୁ
ବୁଝି ପାରିବ ନାହିଁ।
#ଶୁଭ ସକାଳ #

©Joy Krishna Behera ପ୍ରେମ
74f74e564666cc0fe9cbeaf93a193ea2

Joy Krishna Behera

White ପ୍ରେମ ରେ ନ‌ ପଡିଲେ
ପ୍ରେମ କଣ ଜାଣିପାରିବ ନାହିଁ 
ହସ,ଲୁହ,ରାଗ, ଅନୁରାଗ 
କଣ ଜାଣି ପାରିବ ନାହିଁ।
#ଶୁଭ ସକାଳ #

©Joy Krishna Behera ପ୍ରେମ
74f74e564666cc0fe9cbeaf93a193ea2

Joy Krishna Behera

White ତୁମେ ଦିବାଲୋକରେ
ସପନ ଦେଖିବ ନାହିଁ 
ରାତ୍ରି ର ଆଲୋକରେ
ତାରକା ଗଣିବ ନାହିଁ 
ଜୀବନରେ ଯଦି ସବୁବେଳେ 
ହସିବାକୁ ଚାହଁ
ତାହାହେଲେ ତୁମେ କେବେ 
ପ୍ରେମରେ ପଡିବ ନାହିଁ।
#ଶୁଭ ସକାଳ #

©Joy Krishna Behera ପ୍ରେମ
74f74e564666cc0fe9cbeaf93a193ea2

Joy Krishna Behera

White ମୋ ମନ ପକ୍ଷୀ,ତୁମ ମନ ପଞ୍ଜୁରୀରେ 
ରହିବାକୁ ଭଲପାଏ
ସେଥି ପାଇଁ ଝରଣା ର ଜଳ,
ମିଠା ମିଠା ଫଳ
ଆଉ ଖୋଲା ଆକାଶ ଭୁଲିଯାଏ।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା

ସଂଯୁକ୍ତା #କବିତା #ଶୁଭ

74f74e564666cc0fe9cbeaf93a193ea2

Joy Krishna Behera

White ମୁଁ ପାହାଡ଼ ର ଫଟା ଭୂଇଁ
ତୁମେ ବର୍ଷାର ଜଳ ଧାରା
ତୁମର ଗାରେ ଚାହାଁଣି,ଧାରେ ହସ
ଆଉ ପଦେ ମହୁଝରା ମିଠାକଥା
ମୋ ଜୀବନ ର ଧୋଇଦେବ
ସମସ୍ତ ତିକ୍ତତା।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା

ସଂଯୁକ୍ତା #କବିତା #ଶୁଭ

74f74e564666cc0fe9cbeaf93a193ea2

Joy Krishna Behera

White ତୁମେ ଥିଲ ଶୀତ ର ସକାଳ 
ଏବେ ତୁମେ ସତେ ଶୀତ ରାତି 
କେବେ ଥିଲ ବର୍ଷାର ରିମ୍ ଝିମ୍ ସଙ୍ଗୀତ 
ଏବେ ସାଜ ବନ୍ୟା ର ପ୍ରଚଣ୍ଡ ମୂରତି।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା

ସଂଯୁକ୍ତା #କବିତା #ଶୁଭ

74f74e564666cc0fe9cbeaf93a193ea2

Joy Krishna Behera

White ତୁମକୁ ମୁଁ ଗୋଲାପ ଦେଲି
କଣ୍ଟା ବଦଳରେ
ତୁମକୁ ସକାଳ ଦେଲି 
ରାତି ବଦଳରେ
ତୁମକୁ ହସ ଦେଲି 
ଲୁହ ବଦଳରେ
ସମୁଦ୍ର କୁ ପାରି ହେବା ପାଇଁ 
ଉଦ୍ୟମ କରୁଛି ମୁଁ 
ତୁମ ସ୍ମୃତି ର ନଉକାରେ।

#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା

ସଂଯୁକ୍ତା #କବିତା #ଶୁଭ

74f74e564666cc0fe9cbeaf93a193ea2

Joy Krishna Behera

White ସଂଯୁକ୍ତା,ତୁମେ କେବେ ସାଜ
ଘୁଞ୍ଚି ଘୁଞ୍ଚି ଯାଉଥିବା ପଦ୍ମ,
ଉଡି ଯାଉଥିବା ପକ୍ଷୀ,
ଅବା କେବେ ଆକାଶର ତାରା 
ମୋ ସମୟକୁ ଜାଲି ଦେଲି
ତା ଆଳୁଅରେ ତୁମକୁ ଦେଖିବି ବୋଲି
ସମୟ ବି ଜଳିଜଳି
କୋଇଲା ପାଲଟିଲା।
#ଶୁଭ ସକାଳ #

©Joy Krishna Behera ସଂଯୁକ୍ତା

ସଂଯୁକ୍ତା #କବିତା #ଶୁଭ

74f74e564666cc0fe9cbeaf93a193ea2

Joy Krishna Behera

White ଅନ୍ଧାର ପଚାରିଲା ଯୋଡହସ୍ତରେ
ହେ ସୂର୍ଯ୍ୟ କାହିଁକି ତୁମେ ଯୁଦ୍ଧ କର
ମୋର ସାଙ୍ଗ ରେ
ସୂର୍ଯ୍ୟ କହିଲା ବଜ୍ରଘୋଷରେ
ମୋ ଆଲୋକରେ ତୁ ସବୁ
ଦେଖିପାରୁ ସ୍ପଷ୍ଟ ଭାବରେ
ମାତ୍ର ମୁଁ କିଛି ଦେଖିପାରେ ନାହିଁ 
ଅନ୍ଧାର ଭିତରେ।
#ଶୁଭ ସକାଳ #

©Joy Krishna Behera ସୂର୍ଯ୍ୟ ଓ ଅନ୍ଧାର

ସୂର୍ଯ୍ୟ ଓ ଅନ୍ଧାର #କବିତା #ଶୁଭ

74f74e564666cc0fe9cbeaf93a193ea2

Joy Krishna Behera

White ସୂର୍ଯ୍ୟ ଆଜି ଅନ୍ଧାର ପାଇଁ 
ଖଡ୍ଗହସ୍ତା
ସେ ଯୁଦ୍ଧ ଆହ୍ୱାନ ଦେଇ
ଘୋଷଣା କଲା
ଅନ୍ଧାରକୁ କରିବ ଛିନ୍ନମସ୍ତା।

#ଶୁଭ ସକାଳ #

©Joy Krishna Behera ସୂର୍ଯ୍ୟ ଓ ଅନ୍ଧାର

ସୂର୍ଯ୍ୟ ଓ ଅନ୍ଧାର #କବିତା #ଶୁଭ

loader
Home
Explore
Events
Notification
Profile