ନିରୋଳାରେ ଏକା ଏକା ବସିବା ଆଉ କିଛି ଏଣୁତେଣୁ ଭାବିବା . ଆଉ ସେଇ ଭାବନାକୁ ତିଆରି କରି ପ୍ରଶ୍ନ ତା ମଧ୍ୟରେ ଅଡ଼ୁଆସୂତାର ବୁଢ଼ୀଆଣି ଜାଲ ଭିତରେ ନିଜକୁ ହଜାଇଦେବା ,ଆଉ ପ୍ରତ୍ୟେକ ମୁହୂର୍ତ୍ତରେ ମାୟାଜାଲକୁ ଭେଦିବାର ଉତ୍ତର ଅନ୍ୱେଷଣରେ ସ୍ୱପ୍ନ ରାଇଜରେ ଏଣେତେଣେ ଘୂରିବୁଲିବା ! ଏହା ହିଁ ନିରବତା !! ©Rajguru #ନୀତିଶିକ୍ଷା #Rajguru #soulheart #Silent