Nojoto: Largest Storytelling Platform

ଯେଉଁ ଫୁଲଟିକୁ ସୈତାନମାନେ ଧର୍ଷଣ,ଲାଞ୍ଛନ,ହତ୍ୟାବି'- ଶେଷର

ଯେଉଁ ଫୁଲଟିକୁ ସୈତାନମାନେ
ଧର୍ଷଣ,ଲାଞ୍ଛନ,ହତ୍ୟାବି'-
ଶେଷରେ କଲେ..,
ଅମାନୁଷିକ ସେ' ଜଘନ୍ୟକାଣ୍ଡରେ-
ଦେଶଟା'କୁ ଦୁଃଖୀ କରିଦେଲେ।
ଗୋଟିଏ ମାଆର କୋଳଶୂନ୍ୟକରି-
ପାପ ପରାକାଷ୍ଠା ଦେଖାଇଥିଲେ..,
ଶୁକ୍ରବାରେ ସେହି ଚାରି-ସୈତାନ-
ଫାଶିଖୁଣ୍ଟରେ ହିଁ' ଶେଷେ ଝୁଲିଲେ..।

ହଁ, ଆଉ ଚାରିମାଆ ପୁଅଙ୍କ ଦୋଷରୁ-
କାନ୍ଦିବାକୁ ଖାଲି ରହିଗଲେ..,
ସେମାନେ ବା' କେଉଁ ଦୋଷକରିଥିଲେ-
ପୁଅଙ୍କପାଇଁତ ଦଣ୍ଡଭୋଗିଲେ...!!!! ★ ଯାଯାବରର ଡାଏରୀ ★
【Jajabar's Diary】
ଯେଉଁ ଫୁଲଟିକୁ ସୈତାନମାନେ
ଧର୍ଷଣ,ଲାଞ୍ଛନ,ହତ୍ୟାବି'-
ଶେଷରେ କଲେ..,
ଅମାନୁଷିକ ସେ' ଜଘନ୍ୟକାଣ୍ଡରେ-
ଦେଶଟା'କୁ ଦୁଃଖୀ କରିଦେଲେ।
ଗୋଟିଏ ମାଆର କୋଳଶୂନ୍ୟକରି-
ପାପ ପରାକାଷ୍ଠା ଦେଖାଇଥିଲେ..,
ଶୁକ୍ରବାରେ ସେହି ଚାରି-ସୈତାନ-
ଫାଶିଖୁଣ୍ଟରେ ହିଁ' ଶେଷେ ଝୁଲିଲେ..।

ହଁ, ଆଉ ଚାରିମାଆ ପୁଅଙ୍କ ଦୋଷରୁ-
କାନ୍ଦିବାକୁ ଖାଲି ରହିଗଲେ..,
ସେମାନେ ବା' କେଉଁ ଦୋଷକରିଥିଲେ-
ପୁଅଙ୍କପାଇଁତ ଦଣ୍ଡଭୋଗିଲେ...!!!! ★ ଯାଯାବରର ଡାଏରୀ ★
【Jajabar's Diary】
sarojpanda9531

Saroj Panda

New Creator