Nojoto: Largest Storytelling Platform

ତୁମେ ଦୂରତାର କଥା ପଚାରୁଛ ମାପି ପକାଅ ଯଦି ପାରୁଛ ବିନ୍ଦୁ

ତୁମେ ଦୂରତାର କଥା ପଚାରୁଛ
ମାପି ପକାଅ ଯଦି ପାରୁଛ
ବିନ୍ଦୁ ରୁ ପୂର୍ଣ୍ଣଛେଦ ର ଯାତ୍ରା ମଧ୍ୟରେ
ଲେଖି ହୋଇଯାଏ ଅନେକ ଇତିହାସ
କିଛି କାଳର ଗର୍ଭରେ ମିଳେଇ ଯାଏ
କିଛି କାଳ କାଳ ପାଇଁ ସ୍ମରଣୀୟ ରହିଯାଏ

©Tafizul Sambalpuri
  #ସମୟ

#ସମୟ #ଶାୟାରି

471 Views