Nojoto: Largest Storytelling Platform

"ଭାଇ" ଏମିତିକା ଶବ୍ଦ ଯିଏ ନିଃଶ୍ୱାସ ହେଲେ କରିଦିଏ ଅଣ ନିଃ

"ଭାଇ" ଏମିତିକା ଶବ୍ଦ ଯିଏ ନିଃଶ୍ୱାସ ହେଲେ କରିଦିଏ ଅଣ ନିଃଶ୍ୱାସ
"ଭାଇ" ଯିଏ ସଂଜ୍ଞା ବିଶ୍ଵାସର କିଛି ଲୁଚେଇବାର ନ ଥାଏ ସାହସ।
"ଭାଇ" ଗୋଟେ ପାଦ ତା ବିନା ଆଗକୁ ଚାଲି ହୁଏ ନାହିଁ
କିନ୍ତୁ କହିବି ଯଦି ବହୁତ୍ ବାହାଦୂରୀ ମାରି ହବ ଦେଖେଇ।
"ଭାଇ" ସବୁଠୁ ବଡ଼ ହିତାକାଂକ୍ଷି ମୋର ଦୁନିଆରେ
ତଥାପି ମାମା ମତେ ବେଶୀ ଗେଲ କଲେ ସେ ଆଗ ସହି ନ ପାରେ।
"ଭାଇ" ମୋର ଶୁଭଚିନ୍ତକ ହେଇ ବିଗାଡି ଦିଏ କାମ କେତେ
ଆଉ ରାଗ ହେଲେ କହିବ ଜାଣିନୁ କି ଭଲ ପାଏ କେତେ ତତେ।
"ଭାଇ"ତାଙ୍କ ମାନଙ୍କ ବିଷୟରେ ଯେତେ ଲେଖିଲେ ହବ କମ୍
ଏଠି ଲେଖି ଦଉଛି ହେଲେ ସାମ୍ନାରେ ୟାଠୁ ବେଶୀ କହିବାର ଅଛି ଦମ୍। Hau bhauni jebe jebe bhabe kichhi emotional au bhala lekhibi Hele Bhai na asile kana kana lekhi hei jae kuhani
Khyama chahinba e dd😅😅❣️❣️🙏🙏

#ମୋଭାଇ #ଶ୍ରୀୟା_ଅନାବନା_ଭାବନା #yqbhaina #yqodia #ଭାଇଭଉଣୀର_ଦୁନିଆ  #YourQuoteAndMine
Collaborating with Shriya Das