Nojoto: Largest Storytelling Platform

ମୁଁ ଥିବି ହଜିଗଲା ପରେ ବି ॥ in caption॥ ମୁଁ ହଜିଗଲେ ବ

ମୁଁ ଥିବି ହଜିଗଲା ପରେ ବି

॥ in caption॥ ମୁଁ ହଜିଗଲେ ବି ମତେ ଭୁଲିବ ନାହିଁ
ମୁଁ ଲିଭିଗଲେ ବି ଲିଭିବି ନାହିଁ
ମତେ ଟିକେ ଖୋଜିବ ନିଶ୍ଚୟ
ମୋ ଲୁଚିବା ହୁଏତ ଅଭିମାନ ଥିବ
ନ ହେଲେ ମୁଁ ଥିବି କେଉଁ କୋଣରେ
ଅଲୋଡ଼ା ଅଦରକାରୀ ହେଇ
କେହି ଜଣେ ଆସି ମତେ
ତା ଜୀବନରେ ମୋ ମୂଲ୍ୟ ବତେଇବ
ମୁଁ ଥିବି ହଜିଗଲା ପରେ ବି

॥ in caption॥ ମୁଁ ହଜିଗଲେ ବି ମତେ ଭୁଲିବ ନାହିଁ
ମୁଁ ଲିଭିଗଲେ ବି ଲିଭିବି ନାହିଁ
ମତେ ଟିକେ ଖୋଜିବ ନିଶ୍ଚୟ
ମୋ ଲୁଚିବା ହୁଏତ ଅଭିମାନ ଥିବ
ନ ହେଲେ ମୁଁ ଥିବି କେଉଁ କୋଣରେ
ଅଲୋଡ଼ା ଅଦରକାରୀ ହେଇ
କେହି ଜଣେ ଆସି ମତେ
ତା ଜୀବନରେ ମୋ ମୂଲ୍ୟ ବତେଇବ