Nojoto: Largest Storytelling Platform

ପ୍ରେମ ପଞ୍ଚାମୃତ, ନୀତି ଚରିତାର୍ଥ, ଶ୍ରୀଅଙ୍ଗ ଶ୍ୟାମଳ ବର୍

ପ୍ରେମ ପଞ୍ଚାମୃତ, ନୀତି ଚରିତାର୍ଥ,
ଶ୍ରୀଅଙ୍ଗ ଶ୍ୟାମଳ ବର୍ଣ୍ଣାନି ଶୋଭେ,
ମୁରଲୀ ଧାରି, ଦୁଃଖ ହାରି ତୁମେ,
ତୁମରି ନାମ ଟି ଶ୍ରେଷ୍ଠ ବୈଭବେ।

ପବିତ୍ର ଜନ୍ମାଷ୍ଟମୀ ର ଶୁଭେଚ୍ଛା........

ଶୁଭ ଲକ୍ଷ୍ମୀ ବେହେରା #subhu

#Janamashtmi2020
ପ୍ରେମ ପଞ୍ଚାମୃତ, ନୀତି ଚରିତାର୍ଥ,
ଶ୍ରୀଅଙ୍ଗ ଶ୍ୟାମଳ ବର୍ଣ୍ଣାନି ଶୋଭେ,
ମୁରଲୀ ଧାରି, ଦୁଃଖ ହାରି ତୁମେ,
ତୁମରି ନାମ ଟି ଶ୍ରେଷ୍ଠ ବୈଭବେ।

ପବିତ୍ର ଜନ୍ମାଷ୍ଟମୀ ର ଶୁଭେଚ୍ଛା........

ଶୁଭ ଲକ୍ଷ୍ମୀ ବେହେରା #subhu

#Janamashtmi2020