Nojoto: Largest Storytelling Platform

ବାପୁ ତୁମେ ଗଲା ପରେ ଇଂରେଜ ପୁଣି ଫେରି ଆସିଛନ୍ତି ତୁମେ ତା

ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା
ଜାଣିଛ ଏବେ ଲୋକ ଲାଞ୍ଚ ର ରସିଦ୍ କାଟୁଛନ୍ତି,
ଆଉ କୁଟି ନୁହଁ
କୁଟ କରି ଖାଉଛନ୍ତି।
ସ୍ୱଚ୍ଛ ଭାରତ ଗଠନ ଥିଲା ତମ ସ୍ବପ୍ନ 
ହେଲେ କଳୁଷିତ ଏଠି ଜନତାଙ୍କ ମନ।
ତୁମେ ଗଲା ପରେ ଭାରତ ମା ପୁଣି କାନ୍ଦୁଛି
ଆଉ ଦୁଃଖର କଥା ତା ଲୁହରେ
ସ୍ୱାର୍ଥପର ମଣିଷ ନିଜ ପାପ ଧୋଉଛି।
                   Jyotshna Rani Sahoo-

 ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା
ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା
ଜାଣିଛ ଏବେ ଲୋକ ଲାଞ୍ଚ ର ରସିଦ୍ କାଟୁଛନ୍ତି,
ଆଉ କୁଟି ନୁହଁ
କୁଟ କରି ଖାଉଛନ୍ତି।
ସ୍ୱଚ୍ଛ ଭାରତ ଗଠନ ଥିଲା ତମ ସ୍ବପ୍ନ 
ହେଲେ କଳୁଷିତ ଏଠି ଜନତାଙ୍କ ମନ।
ତୁମେ ଗଲା ପରେ ଭାରତ ମା ପୁଣି କାନ୍ଦୁଛି
ଆଉ ଦୁଃଖର କଥା ତା ଲୁହରେ
ସ୍ୱାର୍ଥପର ମଣିଷ ନିଜ ପାପ ଧୋଉଛି।
                   Jyotshna Rani Sahoo-

 ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା