Nojoto: Largest Storytelling Platform

ଛାଡିଗଲ ରିଶି ଏଇ ଦୁନିଆକୁ ପର କରି ଆମକୁ ମିଛ ଅଭିନୟ ସତ

ଛାଡିଗଲ ରିଶି ଏଇ ଦୁନିଆକୁ
 ପର କରି ଆମକୁ

ମିଛ ଅଭିନୟ ସତ ହୋଇଗଲା
 କାଳ ଚଲେଇଲା ଗୁଳି

ସେଇ ଗୁଳି ତୁମ ଶେଷ ଗୁଳି ହେଲା
  ଛିଡିଲା ସବୁ ଶିକୁଳି
                         
                                     BKD #RishiKapoor #on death of rishiji
ଛାଡିଗଲ ରିଶି ଏଇ ଦୁନିଆକୁ
 ପର କରି ଆମକୁ

ମିଛ ଅଭିନୟ ସତ ହୋଇଗଲା
 କାଳ ଚଲେଇଲା ଗୁଳି

ସେଇ ଗୁଳି ତୁମ ଶେଷ ଗୁଳି ହେଲା
  ଛିଡିଲା ସବୁ ଶିକୁଳି
                         
                                     BKD #RishiKapoor #on death of rishiji