Nojoto: Largest Storytelling Platform
sanjufinancial3842
  • 44Stories
  • 249Followers
  • 373Love
    466Views

sanju financial

  • Popular
  • Latest
  • Video
20bc9b06f414a164a8f3d8d799d9feef

sanju financial

ram lala ayodhya mandir  ଡକରା ଆସିଲା ଅଯୋଧ୍ୟା  ଧାମରୁ 
ଯାଇ ପାରିଲିନି  ମୁହିଁ
ଭାଇ ମାନଙ୍କର ଫଟୋ ଦେଖି ସବୁ
ମନ ହୁଏ ହାଇଁ ପାଇଁ।।
sanju financial

©sanju financial #ramlalaayodhyamandir
20bc9b06f414a164a8f3d8d799d9feef

sanju financial

ଆଇରନ କଲି ସାର୍ଟ ପ୍ୟାଣ୍ଟ୍
ରାତି ଚାରି ରୁ ଉଠିକି
ବୁଟ ପଲିଶି ମାରିଲି ଭଲକି
ଚିଆର ଉପରେ ବସିକି।।
BKD
ମନେ ମନେ ଯୋଜନା କରିକି 
ବାହାରି ଗଲି  ମୁଁ କର୍ମସ୍ଥଳିକି
ଫେରିଲେ ଯିବି ମୁଁ ଜିଲ୍ଲା ସଞ୍ଚଳନ 
କଥା ଦେଇଛି ମୋ ଭାଇକି।।

ସଂସାର ଦାୟିତ୍ଵ ପଡ଼ିଲା ଏମିତି
ସବୁ ଭାଇ ଭୁଲି ଗଲିକି
ଶରୀର ରହିଲା ସଂସାର ଭିତରେ
ମନ ଚାଲିଗଲା ସେଠିକି।।

ବୋଉ କଲ କଲା ଯିବୁନି କି ତୁ
ତୋ ସାର୍ଟ ପ୍ୟାଣ୍ଟ୍ ଥୁଆ ହେଇଛି
ଚୁପ୍ କି ଆସି ଜରିରେ ପୁରେଇ
ରଖିଦେଲି ଆଲମିରା ରେ ତାଲା ପକାଇ।।
BKD
ସନ୍ଧ୍ୟାରେ ଆସିଲା କଲ ସ୍ତ୍ରୀ ର
ଗଲନି ଆଜି ସେଠିକି
ଯାଇପରିଲିନି ଆଜି ମୁଁ ସେଠାକୁ
ସଂସାର ଦାୟିତ୍ୱରେ ଫସିକି।।
:ଜିଲ୍ଲା ସଞ୍ଚଳନ ଅନୁପସ୍ଥିତି ର ସାଇଡ ଇଫେକ୍ଟ୍

©sanju financial #airballoon
20bc9b06f414a164a8f3d8d799d9feef

sanju financial

ମାଗଣା ଚାଉଳ 
ମଦ ଦାମିକା
ଘରେ ଚାଳ ନାହିଁ
କାହାକୁ କହିବା ।।
BKD
ଏମିତି ଭକୁଆ 
ହୋଇ ଚାହିଁବା
ପାଞ୍ଚ ବରଷ ରେ ଥରେ
ଗୁଆ ଘିଅ ଖାଇବା।।

©sanju financial #seashore
20bc9b06f414a164a8f3d8d799d9feef

sanju financial

ସମୟ ସହିତ ବଦଳି ଗଲାରେ
ସୁଖ ଦୁଃଖର ସେ ସ୍ମୃତି
ଭୂଲି  ଚାଲିଗଲେ ନିଜର ରାସ୍ତାରେ
ପାରୁ ନାହାଁନ୍ତି ଆଉ ଚିହ୍ନି।।
BKD
ମନେ ପଡ଼ିଗଲେ ସେଦିନ ଅତୀତ
ଆଖି ଦିଏ ଲୁହ ଢାଳି
ସମୟ ଯିବନି ପଛକୁ ତ ଆଉ
ହୃଦ ଯିଏ ଜଳି ଜଳି।।

©sanju financial #atthetop
20bc9b06f414a164a8f3d8d799d9feef

sanju financial

ସମୟ ସହିତ ବଦଳି ଗଲାରେ
ସୁଖ ଦୁଃଖର ସେ ସ୍ମୃତି
ଭୁଲି ଚାଲିଗଲେ ନିଜର ରାସ୍ତାରେ
ପାରୁ ନାହାଁନ୍ତି ଆଉ ଚିହ୍ନି।।
BKD
ମନେ ପଡ଼ିଗଲେ ସେଦିନ ଅତୀତ
ଆଖି ଦିଏ ଲୁହ ଢାଳି
ସମୟ ଯିବନି ପଛକୁ ତ ଆଉ
ହୃଦ ଜିଏ ଜଳି ଜଳି।।...

©sanju financial
  #atthetop
20bc9b06f414a164a8f3d8d799d9feef

sanju financial

କହିଦେଲି ପଦେ ଟାଣ କଥା ବୋଲି
ଏମିତି ରାଗୁଛ ଆଜି
ଭୁଲ୍ କୁ ମୋର ମାନି ନେଉଅଛି
ରାଗ ଶାନ୍ତ କର ନ ଲଗାଇ ଆଉ ବାଜି।।

©sanju financial
  #Tuaurmain
20bc9b06f414a164a8f3d8d799d9feef

sanju financial

ଆଶାର ଏ ଜୀବନ
କିଏ ଜାଣେ କେତେବେଳେ
ଅଟକିବ ତୁମ ହୃଦୟ ପବନ।୧।

©sanju financial #navratri
20bc9b06f414a164a8f3d8d799d9feef

sanju financial

ନରି ଚୁଡ଼ା କଳ
ଇଲେକ୍ଟ୍ରି ବିଲ  ଓ କଳ ପାର୍ଟସ୍ ଦାମ୍ ବୃଦ୍ଧି ହେତୁ ନିମ୍ନ
ଲିଖିତ ଜିନିଷର ପ୍ରକ୍ରିୟାକରଣ ଦାମରେ ବୃଦ୍ଧି ହେଲା
     ଧାନକୁଟା ଉଷୁନା-୬ ଟଙ୍କା(ଟିଣ ପ୍ରତି)
              ଅରୁଆ-୭ଟଙ୍କା(ଟିଣ ପ୍ରତି)
        ଅଟା ଫେଶା-୪ ଟଙ୍କା(କେଜି ପ୍ରତି)
         ଚୁଡ଼ା କୁଟା-୭ ଟଙ୍କା(କେଜି ପ୍ରତି)

©sanju financial #loveshayari
20bc9b06f414a164a8f3d8d799d9feef

sanju financial

ଏ ବିଦାୟ ବେଳା ରେ ପ୍ରଭୂପାଦେ ମୋର 
କୋଟି କୋଟି ନମସ୍କାର
କୁସୁମିତ ହେଉ ତୁମ ଚଲାପଥ
ନ ଲାଗୁ କାହା ନଜର।।

ଏ ବିଦ୍ୟା ମନ୍ଦିରର ବିଦ୍ୟା ହେଉ ତୁମ 
ଜୀବନର ଗଣ୍ଠି ଧନ
ସେ ଗଣ୍ଠି ଧନକୁ ଯତ୍ନ କରୁ ଥାଅ
ପୂରଣ କରୁ ତୁମ ସବୁ ସ୍ବପ୍ନ।।

ଭୁଲି ଯିବ ନାହିଁ ବିଦ୍ୟା ମନ୍ଦିରକୁ
ସତ ହୋଇଗଲେ ତୁମ ସ୍ବପ୍ନ
ସମୟ ମିଳିଲେ ବୁଲି ଆସୁଥିବ
ନେଉ ଥିବ ତାର ଯତ୍ନ।।

ଏତିକି ମିନତି ବଡ଼
ଭାଇ ଭଉଣୀ ମୋର
ଭୁଲି ଯିବ ନାହିଁ   ଏ କଥା
ତୁମ ସାନ ଭଉଣୀର।।

©sanju financial #ishq
20bc9b06f414a164a8f3d8d799d9feef

sanju financial

ଆସୁ ଯେତେ ବାଧା ବିଘ୍ନ
ଜୀବନେ ଆମର
କଥା ଦେଉ ଅଛି ମୁହିଁ
କରିବିନି ପର।।
ଥାଉ ତୁମ ଭୁଲ ପଛେ
ଶହେ କି ହଜାର
ଭୁଲିବିନି କେବେ ମୁଁ
ଦଶ ଦୋଷ କ୍ଷମା ଶପଥ ମୋର।।
BKD
ଯଦି କେବେ କଷ୍ଟ ଦିଏ
ହୃଦୟେ ତୁମର
କ୍ଷମା କରିଦେବ ମୋତେ
ଭାବି ବନ୍ଧୁ ଓ ସଖା ତୁମର।।
ଯଦି କେବେ ଚାହଁ ତୁମେ
ମୋ ଠାରୁ ମୁକ୍ତି
ମୁହେଁ ମୁହେଁ କହି ଦେବ
ପଛେ କରିବନି କିଛି।।
BKD
ମୁକ୍ତି ଦେବି ମୁଁ ତୁମକୁ
ମୋ ଜୀବନ ପରିସୀମା ରୁ
ସୀମା ଲଂଘି ସୀମା ଯେବେ 
ଚାହିଁବ ଯିବାକୁ ମୋ ହୃଦୟରୁ।।

©sanju financial #Time
loader
Home
Explore
Events
Notification
Profile