Nojoto: Largest Storytelling Platform

ଜାଣ କି ଜାଣନା, ଜାଣେନା; ଜାଣେ ମୁଁ ତୁମ ନାମେ ବଦନାମ, ନିଜ

ଜାଣ କି ଜାଣନା, ଜାଣେନା; ଜାଣେ ମୁଁ ତୁମ ନାମେ ବଦନାମ,
ନିଜକୁ କିଳି, ସେ ଶିକୁଳି ସକାଳୁ ଖୋଲିବା ବୋଧେ ମୋ କାମ,
"ତୁମ ଖୁସିରେ ମୁଁ ଖୁସି", ମୁଁ ଜାଣେନା ଏ କଥା ସତ ନା ଭ୍ରମ;
ତୁମ ସ୍ମୃତି ମତେ ତୃପ୍ତ କରେ ହେଲେ ଅତୃପ୍ତ ଅଛି ମୋ ପ୍ରେମ ।

©Saipada Brajamohan #Happy ଅତୃପ୍ତ ପ୍ରେମ #sad #odia #shayari