Nojoto: Largest Storytelling Platform

ଖୁବ୍ ସହିଛି ସେ ମାଆ ତିଳ ତିଳ ହେଇକି ଜଳୁଛି ସେ ମା ରକ୍ତକ

ଖୁବ୍ ସହିଛି ସେ ମାଆ 
ତିଳ ତିଳ ହେଇକି ଜଳୁଛି ସେ ମା
ରକ୍ତକୁ ଘିଅ କରି
ନିଜ ଆଶା ଆକାଂକ୍ଷା କୁ
ସଳିତା କରି
ଜଳିବାରେ ବି ସେ ଖୁବ୍ ସୁଖ ପାଉଛି
ଯେତେବେଳେ ତୋ ମୁହଁରେ
ଅର୍ଦ୍ଧସ୍ଵଛ ଆଲୋକରେ
ମୁରୁକି ହସର ଛବିଟିଏ ସେ ଦେଖୁଛି
ହେଲେ ତା କୋହ ରୂପକ ଅନ୍ଧକାର
ସେ ଯେତେ ଜଳୁଛି
ଦୀପତଳର ଅନ୍ଧକାର ଭଳି ବଢ଼ି ବଢ଼ି ଚାଲିଛି
ହେଲେ ତାକୁ କିଏ ପଚାରୁଛି
ସେ ତ ଜଳିକି ବି ବାତ୍ସଲ୍ୟ ମମତା
ଅଜାଡ଼ି ଚାଲୁଛି ଆଜିର ପଦ "ଦୀପତଳର ଅନ୍ଧକାର"
Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

#Collab #ଦୀପତଳ #yqbhaina #yqodia #odiakavita #challenge #odiawritings    #YourQuoteAndMine
Collaborating with YourQuote Bhaina
ଖୁବ୍ ସହିଛି ସେ ମାଆ 
ତିଳ ତିଳ ହେଇକି ଜଳୁଛି ସେ ମା
ରକ୍ତକୁ ଘିଅ କରି
ନିଜ ଆଶା ଆକାଂକ୍ଷା କୁ
ସଳିତା କରି
ଜଳିବାରେ ବି ସେ ଖୁବ୍ ସୁଖ ପାଉଛି
ଯେତେବେଳେ ତୋ ମୁହଁରେ
ଅର୍ଦ୍ଧସ୍ଵଛ ଆଲୋକରେ
ମୁରୁକି ହସର ଛବିଟିଏ ସେ ଦେଖୁଛି
ହେଲେ ତା କୋହ ରୂପକ ଅନ୍ଧକାର
ସେ ଯେତେ ଜଳୁଛି
ଦୀପତଳର ଅନ୍ଧକାର ଭଳି ବଢ଼ି ବଢ଼ି ଚାଲିଛି
ହେଲେ ତାକୁ କିଏ ପଚାରୁଛି
ସେ ତ ଜଳିକି ବି ବାତ୍ସଲ୍ୟ ମମତା
ଅଜାଡ଼ି ଚାଲୁଛି ଆଜିର ପଦ "ଦୀପତଳର ଅନ୍ଧକାର"
Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

#Collab #ଦୀପତଳ #yqbhaina #yqodia #odiakavita #challenge #odiawritings    #YourQuoteAndMine
Collaborating with YourQuote Bhaina