Nojoto: Largest Storytelling Platform

ଦୁଃଖ ଯାହାବି ଥାଉ ନା କାହିଁକି ଯେତେବେଳେ କେହି ଜଣେ ନିଜ

ଦୁଃଖ ଯାହାବି ଥାଉ ନା କାହିଁକି 
ଯେତେବେଳେ କେହି ଜଣେ 
ନିଜ ଲୋକ ଯଦି,
"କଣ ହେଇଛି "ବୋଲି ପଚାରି ଦିଏନା....
ସେତେବେଳେ ସବୁ ଦୁଃଖ ଦୂର ହୋଇଯାଏ 
ଆଉ ଓଠରେ ହାଲକା ହସ ଭରିଯାଏ।

©Subha Subha #🥺☺️🥰
ଦୁଃଖ ଯାହାବି ଥାଉ ନା କାହିଁକି 
ଯେତେବେଳେ କେହି ଜଣେ 
ନିଜ ଲୋକ ଯଦି,
"କଣ ହେଇଛି "ବୋଲି ପଚାରି ଦିଏନା....
ସେତେବେଳେ ସବୁ ଦୁଃଖ ଦୂର ହୋଇଯାଏ 
ଆଉ ଓଠରେ ହାଲକା ହସ ଭରିଯାଏ।

©Subha Subha #🥺☺️🥰
subhasubha5898

Subha Subha

New Creator