ତୁ ଏମିତି କାହିଁ ଭାବୁଛୁ କି ମୁଁ ତୋଠୁ ଦୂରେଇ ଯାଇଛି ବୋଲି , ଥରେ ଆଖି ଖୋଲି ଦେଖ ତୋ ଆଖିପାଖରୁ କେବଳ ଏକଚାଖଣ୍ଡ ଦୁଇ ଅଙ୍ଗୁଳି ଦୂରରେ 💗 ଭିତରେ ହିଁ ତ ଅଛି !! "ପାଗଲି" ବିଶ୍ୱାସ ହେଉନି ଥରେ ମାପିକି ତ ଦେଖ୍ !! ©Rajguru #Soulheart #MyLove #Rajguru #Nojotodia poor help plz Aditya kumar prasad Dev Ratna renu Nikita Poddar