Nojoto: Largest Storytelling Platform

ତୁମେ ଆଙ୍କିପାର ପ୍ରତିଛବି ଭାବନାର ତୁମେ ମାରିପାର ରନ୍ଦା ସ

ତୁମେ ଆଙ୍କିପାର ପ୍ରତିଛବି ଭାବନାର
ତୁମେ ମାରିପାର ରନ୍ଦା ସୀମାର ଅଙ୍କୁଶରେ
ଅଳ୍ପ ବୟସରେ ଢେର୍ ତୁମ ଅଭିଳାଷା
ଠିକ୍ ଜଣା ଶବ୍ଦ ଫୁଙ୍କି କବିତା ବଜାଇବା
ପଥପ୍ରାନ୍ତରେ ଦଣ୍ଡାୟମାନ ହେଇ
ତୁମେ ଭେଦିପାର ଲକ୍ଷ୍ୟ, ଖୋଜିପାର ଦିଶା।

ଚଂଚଳତା ମଝିରେ ସ୍ଥିରତା କୁ ଜାବୁଡ଼ି
ଆଖିରେ ସ୍ବପ୍ନ ଭରି
ସମ୍ପର୍କକୁ ପ୍ରେମର ସୂତ୍ରରେ ରଖିଛ ଭିଡ଼ି
ଢେର୍ ସାରା ଶୁଭେଚ୍ଛା ତୁମ ଅଗ୍ରଗାମୀ ଭବିଷ୍ୟ ପାଇଁ
ଆଶା କରେ କଲମ ପ୍ରେମ କେବେ ଭୁଲିବ ନାହିଁ। Dedicating a #testimonial to Swayang samparna Kar
Keep writing dear 🥰👍👍
#yqodia
ତୁମେ ଆଙ୍କିପାର ପ୍ରତିଛବି ଭାବନାର
ତୁମେ ମାରିପାର ରନ୍ଦା ସୀମାର ଅଙ୍କୁଶରେ
ଅଳ୍ପ ବୟସରେ ଢେର୍ ତୁମ ଅଭିଳାଷା
ଠିକ୍ ଜଣା ଶବ୍ଦ ଫୁଙ୍କି କବିତା ବଜାଇବା
ପଥପ୍ରାନ୍ତରେ ଦଣ୍ଡାୟମାନ ହେଇ
ତୁମେ ଭେଦିପାର ଲକ୍ଷ୍ୟ, ଖୋଜିପାର ଦିଶା।

ଚଂଚଳତା ମଝିରେ ସ୍ଥିରତା କୁ ଜାବୁଡ଼ି
ଆଖିରେ ସ୍ବପ୍ନ ଭରି
ସମ୍ପର୍କକୁ ପ୍ରେମର ସୂତ୍ରରେ ରଖିଛ ଭିଡ଼ି
ଢେର୍ ସାରା ଶୁଭେଚ୍ଛା ତୁମ ଅଗ୍ରଗାମୀ ଭବିଷ୍ୟ ପାଇଁ
ଆଶା କରେ କଲମ ପ୍ରେମ କେବେ ଭୁଲିବ ନାହିଁ। Dedicating a #testimonial to Swayang samparna Kar
Keep writing dear 🥰👍👍
#yqodia