Nojoto: Largest Storytelling Platform

କ୍ରିଏଟିଭ ମାଇଣ୍ଡ - ଆରେ ଜ୍ୟୋତ୍ସ୍ନା ସମସ୍ତେ କମେଡି ମେମେ

କ୍ରିଏଟିଭ ମାଇଣ୍ଡ - ଆରେ ଜ୍ୟୋତ୍ସ୍ନା ସମସ୍ତେ କମେଡି ମେମେ(ମିମ୍) ଲେଖୁଛନ୍ତି ତୁ ଲେଖୁନୁ।
ଜ୍ୟୋତ୍ସ୍ନା - ମୋର ବା ହଉନି, ଏଇ ଦେଶ ସମାଜ ଲେଖି ଲେଖି ଆଉ କିଛି ହବନି।
କ୍ରିଏଟିଭ ମାଇଣ୍ଡ - ଛି! ତୁ କି ଲେଖିକା ମ,ଏତିକି ପାରୁନୁ।ଲାଜ ଲାଗୁନି,ସମସ୍ତଙ୍କୁ ଟିକେ ଦେଖିଲୁ।
ଜ୍ୟୋତ୍ସ୍ନା - 👇👇👇👇👇👇👇
— % & #ସୃଜନୀତରଙ୍ଗ ର ଏହି ପର୍ଯ୍ୟାୟ ରେ ଆମେ ଆଣିଛୁ #ଓଡ଼ିଆmemeମେଳା । ଆସନ୍ତୁ ପ୍ରତିଦିନ କିଛି ହାଲକା ଫୁଲକା ଲେଖିବା ଏବଂ ଟିକେ ମଜା କରିବା। 

ଆମ ପ୍ରୟାସ -

YQ ଓଡ଼ିଆ ପରିବାରର ଝିଅ ମାନେ - ଭାଇନା ଏଇଟା ଭାଇନା ସେଇଟା, ଭାଇନା ଭାଉଜ କାହାନ୍ତି ! 
YQ ଭାଇନା team ର ଝିଅ ମାନେ - "ଆମେ କ'ଣ କରିବୁ?  ଆମର କଣ କିଛି feelings ହି ନାହିଁ?  😝"

(କେହି ଖରାପ ଭାବେ ନେବେ ନାହିଁ। କାହାକୁ ଯଦି କୌଣସି କାରଣରୁ ଖରାପ ଲାଗିଲା, ତେବେ ନିର୍ଦ୍ୱନ୍ଦରେ କହିବେ ଆମେ ପୋଷ୍ଟ delete କରିଦେବୁ )