Nojoto: Largest Storytelling Platform

ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି, ସକାଳରୁ

ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି,
ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି,
ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି,
କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି;
ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି ।
@suvam@

©Saipada Brajamohan #Night #alone