Nojoto: Largest Storytelling Platform

Red sands and spectacular sandstone rock formation

Red sands and spectacular sandstone rock formations ମୁଁ ........  
ମୁଁ ହିଁ ସୂର୍ଯ୍ୟ,ମୁଁ ହିଁ ଚନ୍ଦ୍ର,ମୁଁ ହିଁ ପ୍ରାତଃ,ମୁଁ ହିଁ ସନ୍ଧ୍ୟା
ମୁଁ ହିଁ ରାତ୍ରି,ମୁଁ ହିଁ ଦିନ,ମୁଁ ହିଁ ଅନ୍ଧାର,ମୁଁ ହିଁ ଆଲୋକ
ମୁଁ ହିଁ ଅନନ୍ତ,ମୁଁ ହିଁ ଅନ୍ତ,ମୁଁ ହିଁ ଆତ୍ମା,ମୁଁ ହିଁ ପରମାତ୍ମା,,
ହେଇପାରେ ମୁଁ ସର୍ବଶକ୍ତିର ଆଧାର
ହେଇପାରେ ମୁଁ ଭଗବାନ
କିନ୍ତୁ
ଏ ଧରାଧାମକୁ ଆସିବାକୁ ମୋତେ ଗର୍ଭ ଟିଏ ଆବଶ୍ୟକ
ଗର୍ଭରେ ସ୍ଥାନ ପାଇବାକୁ ବାପା ମାଆ ଆବଶ୍ୟକ
ବାପା ମାଆ ବିନା ଆସିବା ମୋ ପାଇଁ ଅସମ୍ଭବ
ଏକ ସ୍ୱତନ୍ତ୍ର ଗର୍ଭ ଟିଏ ଦରକାର
ଯେଉଁ ଗର୍ଭରେ 
କେବଳ ସ୍ନେହ,ପ୍ରେମ,ମମତା ଥିବ
ଆଉ ସେଇ ଗର୍ଭ ହେଲା
ମାଆ ର ଗର୍ଭ,,
ମୁଁ ଯେତେ ଶକ୍ତିମାନ ହେଲେ ବି ଏ ଧରାଧାମରେ 
ମୋ ଠାରୁ ବି ବଡ଼ ଶକ୍ତିମାନ ବାପା ଓ ମାଆ
ବାପା ମାଆ ହିଁସର୍ବ ଶକ୍ତିମାନ
ଶକ୍ତିର ଉତ୍ସ
ମନେରଖ
ଯିଏ ବାପା ମାଆ ଙ୍କର ହେଇପାରିବନି
ସିଏ
ମୋର ବି ହେଇପାରିବନି,,
ଏହାହିଁ ସତ୍ୟ,ସତ୍ୟ,ତ୍ରିବାର ସତ୍ୟ।।

©Subrat Kanungo #Sands