Nojoto: Largest Storytelling Platform

ସମୁଦ୍ର ଅଲଗା! ବର୍ଷା ଅଲଗା! ଉଭୟ ସ୍ୱାଦ ଅଲଗା! ଉଭୟର ରଙ୍ଗ

ସମୁଦ୍ର ଅଲଗା!
ବର୍ଷା ଅଲଗା!
ଉଭୟ ସ୍ୱାଦ ଅଲଗା!
ଉଭୟର ରଙ୍ଗ ଗୋଟିଏ!
ତୁମ୍ଭେ ସମୁଦ୍ର!
ମୁଁ ତୁମ ସହିତ ମିଶିବାକୁ ବର୍ଷା! ଦୁଇଜଣଙ୍କର ପ୍ରତିଛବି ଅଲଗା! ଦୁହିଁଙ୍କର ପ୍ରେମ ଗୋଟିଏ!
(ହରିପର୍ବତୀ)

©kriti
  #seaside