Nojoto: Largest Storytelling Platform

White ଅନିଶ୍ଚିତ ସେ ସ୍ବପ୍ନ କିନ୍ତୁ ଆହ୍ବାନ ଭରା  ଦିନର

White ଅନିଶ୍ଚିତ ସେ ସ୍ବପ୍ନ

କିନ୍ତୁ ଆହ୍ବାନ ଭରା 

ଦିନରେ ଦେଖୁଛି ସତ 

କିନ୍ତୁ ନୁହେଁ ମୃଗତୃଷ୍ଣା 

ପ୍ରତିବାଦ ଆଉ ଅପବାଦ ସତ୍ତ୍ୱେ

ହେବ କି ସଂକଳ୍ପ ପୁରା !!

©jyoti ranjan subudhi
  #Goals #thought #Dream