Nojoto: Largest Storytelling Platform

ବାସ୍ ଏତିକି ସମୟ ଯଥେଷ୍ଟ ବଞ୍ଚିବା ପାଇଁ ଯେତେ ସମୟ ତୁମେ ନ

ବାସ୍ ଏତିକି ସମୟ ଯଥେଷ୍ଟ
ବଞ୍ଚିବା ପାଇଁ
ଯେତେ ସମୟ ତୁମେ
ନିଜକୁ ଅନୁଭବ କରିପାରିବ
ବାକି ସମୟ ତ
କ୍ଷଣକରେ ହାତ ମୁଠାରୁ 
ବାଲି ଭଳି ଖସିଯାଏ ।।

©Tafizul Sambalpuri
  #ସମୟ

#ସମୟ #ଶାୟାରି

424 Views