Nojoto: Largest Storytelling Platform

ଭଗବାନଙ୍କୁ ମାଗିବାକୁ ବହୁତ କିଛି ଥିଲା.. ହେଲେ ମାଗିବା ଆଗ

ଭଗବାନଙ୍କୁ ମାଗିବାକୁ ବହୁତ କିଛି ଥିଲା..
ହେଲେ ମାଗିବା ଆଗରୁ ସେ ତୁମକୁ ମତେ ଦେଇ ଦେଇଛନ୍ତି..
 ମୁଁ କିଛି କହିବା ଆଗରୁ ଯିଏ ମୋ ମନ କଥା ବୁଝି ପାରୁଛି..
ଏମିତି ସାଥି ଟିଏ ମତେ ଦେଇ ଦେଇଛନ୍ତି 🤗

©SuNilL Aadya 

#wetogether
ଭଗବାନଙ୍କୁ ମାଗିବାକୁ ବହୁତ କିଛି ଥିଲା..
ହେଲେ ମାଗିବା ଆଗରୁ ସେ ତୁମକୁ ମତେ ଦେଇ ଦେଇଛନ୍ତି..
 ମୁଁ କିଛି କହିବା ଆଗରୁ ଯିଏ ମୋ ମନ କଥା ବୁଝି ପାରୁଛି..
ଏମିତି ସାଥି ଟିଏ ମତେ ଦେଇ ଦେଇଛନ୍ତି 🤗

©SuNilL Aadya 

#wetogether
sunilkumarmallik8021

SuNilL

New Creator