Nojoto: Largest Storytelling Platform

ଏବେ ବି ସେଇ ଗୋଲାପ ମୋ ପାଖେ ଅଛି , କିଛି ପାଖୁଡା ସେଥିରୁ

ଏବେ ବି ସେଇ ଗୋଲାପ ମୋ ପାଖେ ଅଛି ,
କିଛି ପାଖୁଡା ସେଥିରୁ ଝଡି ପଡିଚି ;ତଥାପି ତା 
 ଝଡା ପାଖୁଡାକୁ ବି ସାଇତିଚି, ତା ଦେହେ ଫିମ୍ପି ଲାଗି ଶୁଖିଚି;ସତେଜ କରି ଏବେ ବି ରଖିଚି ।
ଯଦିଓ ରଙ୍ଗରେ ବାଦାମୀ ;ତଥାପି ସଜ ରକ୍ତ ରଙ୍ଗଟିଏ !
ଏମିତି ଅଛି ମୋ ପାଖେ ଗୋଲାପଟିଏ !!

©Nirlipta
  #Nirlipta
nirlipta9316

Nirlipta

Silver Star
New Creator

#Nirlipta #films

512 Views