Find the Best Nirlipta Shayari, Status, Quotes from top creators only on Nojoto App. Also find trending photos & videos about niralee nirlipta, nir meaning in hindi, nir hindi, nir ka nirman fir fir kavita ka saaransh, news nir,
Nirlipta
ଆସ ଥରେ ! ବସନ୍ତର ମଳୟ ସାଜି ସାଥେ ପ୍ରିତିର ରୋମାଞ୍ଚ ଧରି, ଆଉ ବଉଳର ସୁଗନ୍ଧ ନେଇ ମହକାଇ ଦେବ ବାସକୁ ତୁମ ମୋ ଦେହେ ବୋଳିଦେଇ ।। ଆସ ଥରେ ! ଫଗୁଣର ଫଗୁ ସାଜି ସାଥେ ପ୍ରିତୀର ତୂଳୀ ଧରି, ଆଉ ପ୍ରେମ ସପ୍ତରଙ୍ଗ ନେଇ ନେସିଦେବ ପ୍ରେମ ରଙ୍ଗକୁ ମୋ ମନସାରା ମାଖିଦେଇ ।। #ଫଗୁଣ #ମନ #ମଳୟ #ପ୍ରେମ #ଫଗୁ #butterflynirli ©Nirlipta #holihai #Nirlipta