Nojoto: Largest Storytelling Platform

ଇ ହୋଟେଲ୍ ମାନ୍'କୁ କାଣା ହେଲେ ଖାଇ ଯିମି ବଲ୍'ବୁ .....

ଇ ହୋଟେଲ୍ ମାନ୍'କୁ କାଣା ହେଲେ 
ଖାଇ ଯିମି ବଲ୍'ବୁ .....
ଛକର୍ ହଟେଲ୍ ଥିଁ କେଡ଼େ ଅଏନ୍ କରି 
ଖାଏଲିଁ , ପିଇଲିଁ ଆର୍ ମୋର୍ ବାଟେ ମୁଇଁ 
ସୁତ୍ରେ ପାତ୍ରେ ପଲେଇ 
ଆସ୍'ମି ବଏଲା ବେଲ୍'କେ 
ସେ ହୋଟେଲ୍'ବାଲା ଜେନ୍ ରଗଡ଼୍ ଟେ 
ଛାଡ଼୍'ଲା ଯେ ନି କହନ.....

ଗାଲି ତ ଦେଲା ...ଦେଲା...ଶେଷ୍'କେ 
ଗଞ୍ଜ୍ କର୍'ହେଇ ବି ମଜେଇ କଲା.......
କାଏଁ ହେଲାଯେ ଏନ୍ତା କଲା 
ବୁଝି ନି ହଉଛେ ହୋ........
କାଏଁ ଦୋଷ୍ ଟା କଲିଁ କହ ତ....

©ଶ୍ରଦ୍ଧା...... #MemeBanao
ଇ ହୋଟେଲ୍ ମାନ୍'କୁ କାଣା ହେଲେ 
ଖାଇ ଯିମି ବଲ୍'ବୁ .....
ଛକର୍ ହଟେଲ୍ ଥିଁ କେଡ଼େ ଅଏନ୍ କରି 
ଖାଏଲିଁ , ପିଇଲିଁ ଆର୍ ମୋର୍ ବାଟେ ମୁଇଁ 
ସୁତ୍ରେ ପାତ୍ରେ ପଲେଇ 
ଆସ୍'ମି ବଏଲା ବେଲ୍'କେ 
ସେ ହୋଟେଲ୍'ବାଲା ଜେନ୍ ରଗଡ଼୍ ଟେ 
ଛାଡ଼୍'ଲା ଯେ ନି କହନ.....

ଗାଲି ତ ଦେଲା ...ଦେଲା...ଶେଷ୍'କେ 
ଗଞ୍ଜ୍ କର୍'ହେଇ ବି ମଜେଇ କଲା.......
କାଏଁ ହେଲାଯେ ଏନ୍ତା କଲା 
ବୁଝି ନି ହଉଛେ ହୋ........
କାଏଁ ଦୋଷ୍ ଟା କଲିଁ କହ ତ....

©ଶ୍ରଦ୍ଧା...... #MemeBanao